
ଗଞ୍ଜାମ , ୧୭/୦୪/୨୨ ( ଜିଲ୍ଲା ଖବର ) : ଓଡ଼ିଶା ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ ମୋହନ୍ ପୁର୍ ଗ୍ରାମ ରେ ବିଶ୍ବ ବ୍ୟାଙ୍କ୍ ପରିଦର୍ଶକଙ୍କ ଦ୍ଵାରା କ୍ଷେତ୍ର ଏବଂ ମର୍ଚ୍ଛ ଚାଷ ପରିଦର୍ଶନ ହାଇଯାଇ ଅଛି। ଏହି ପରିଦର୍ଶନ ସମୟରେ ବିଶ୍ବ ବ୍ୟାଙ୍କ ର ସଦସ୍ୟ Mr. Chedric (Food and agriculture organization- FAO UN department world bank), ରଶ୍ମୀ ରଞ୍ଜନ ମାଝୀ (State Fishery Expert), ପ୍ରମୁଖ ବିଶ୍ବ ବ୍ୟାଙ୍କ ଦ୍ୱାରା ପ୍ରଦତ୍ତ ଓଡିଶା ସମନ୍ୟୁତ ଜଳସେଚନ ଓ ଜଳବାୟୁ ସହନଶୀଳ କୃଷି ଓ ମାଛ ଚାଷ କାର୍ଯ୍ୟ କ୍ରମ ର ବିଭିନ୍ନ ଉପକୃତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟ ରେ କୃଷି, ଉଦ୍ୟାନ କୃଷି, ମାଛ ଚାଷ, ପ୍ରାଣୀ ସମ୍ପଦ, ପାଣି ପଞ୍ଚାୟତ କାର୍ଯ୍ୟ କ୍ରମ ଏବଂ ଅନ୍ୟାନ୍ୟ ଉତ୍ପାଦନ ସମ୍ପର୍କ ରେ ହିତାଧିକାରୀ ଙ୍କୁ ପଚାରି ବୁଝିଥିଲେ। ଉପରୋକ୍ତ କାର୍ଯ୍ୟ କ୍ରମ ରେ ଖୁସି ପ୍ରକାଶ କରିବା ସହ ତାଙ୍କର ମତାମତ ପ୍ରଦାନ୍ କରିଥିଲେ। କାର୍ଯ୍ୟକ୍ରମ ର ସହଜଗି ସଂସ୍ଥା Basix krishi samrudhi Ltd ର ପ୍ରଦୀପ କୁମାର ସେଠୀ (District Fishery Expert), କ୍ରିଷ୍ଣା ଗୌଡ (Social Facilitator), ବାବୁଲା ପଲେଇ (Agriculture Facilitator), ମାମିତା ସାହୁ (Gender Facilitator), ଦୁର୍ଗା ପ୍ରସାଦ ମହାକୁଡ( Community Facilitator), ନାଗ ରାଜ ରେଡ୍ଡୀ (Multi skilled assistant) କାର୍ଯକ୍ରମ ରେ ସହଜଗ କରିଥିଲେ।



