
ଯାଜପୁର , ୧୭/୦୪/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅଧୀନ ଚଣ୍ଡିଖୋଲ ଛକ ନିକଟସ୍ଥ ଗାନ୍ଧୀଛକ ଠାରେ କଲାମ ଇନଷ୍ଟିଚ୍ୟୁଟ ର ଶୁଭ ଉଦ୍ଘାଟନ ହୋଇଯାଇଛି I
ଏହି ଉଦ୍ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ପବିତ୍ର କୁମାର ମହଲା,ସନ୍ନମନୀୟ ଅତିଥି ଭାବରେ ଅମୀୟ କୁମାର ଦାସ,ମୁଖ୍ୟ ବକ୍ତା ଯଶୋବନ୍ତ ଲେଙ୍କା

,ଆଇନଜୀବୀ ତଥା ସମାଜସେବୀ ସୁରେଶ ଚନ୍ଦ୍ର ସାହାଣୀ,ଷ୍ଟେଟ ବ୍ୟାଙ୍କ ଚଣ୍ଡିଖୋଲ ଶାଖା ର ଉପ ପ୍ରବନ୍ଧକ ସୁଜିତ କୁମାର ପ୍ରମୁଖ ଯୋଗଦେଇଥିଲେ।

ଏହି ଅବସରରେ ସାମ୍ବାଦିକ ପ୍ରମୋଦ ରାଉତ,ଦିଲଦାରଚାନ୍ଦ ଆନନ୍ଦ ମହାରଣା ,ଗୟାଧର ନାୟକ,ସୋମ୍ୟ ପଣ୍ଡା ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଇନଷ୍ଟିଚ୍ୟୁଟ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା।

ପ୍ରତିଯୋଗିତାରେ ଉନ୍ନତ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ।

ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇଥିଲେ।

ଏହି ଇନଷ୍ଟିଚ୍ୟୁଟ ରେ ସି.ବି.ଏ.ସି ଓ ସି.ଏଚେ.ଏସ୍.ସି ପାଠପଢା ହେବାର କାର୍ଯ୍ୟକ୍ରମ ଥିଲାବେଳେ


ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l



