
କନ୍ଧମାଳ , ୧୭/୦୨/୨୨ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ର ଆରାଧ୍ୟ ଦେବୀ ମା ବ୍ରାହ୍ମଣୀ ଦେବୀ ,
ମା ପଞ୍ଚ ଦେବୀ , ପଞ୍ଚ ଠାକୁରାଣୀ ଙ୍କ ଠାରୁ ମା ବ୍ରାହ୍ମଣୀ ଦେବୀ ଙ୍କ ମହିମା ଅନ୍ୟତମ ।



ଏହି ପିଠରେ ପ୍ରତ୍ୟେକ ବର୍ଷ ଚୈତ୍ର ମାସର ପ୍ରତ୍ୟେକ ମଙ୍ଗଳ ବାର ଏବଂ ଚୈତ୍ର ପୂର୍ଣ୍ଣିମା ରେ ମା ଙ୍କ ପୂଜା ଅର୍ଚ୍ଚନା କରାଯାଏ ।



ଚୈତ୍ର ମାସର ଶେଷ ପୂର୍ଣିମା ହେଉଛି ମା ଙ୍କ ର ବର୍ଷକର ପୂଜା । ତେଣୁ ଏଠାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା, ଭକ୍ତଙ୍କ କହିବା କଥା


ତାହା ମା ବ୍ରାହ୍ମଣୀ ଦେବୀ ଙ୍କ ପାଖକୁ ଭଲ ରାସ୍ତା ଖଣ୍ଡିଏ ହୋଇ ଥିଲେ । ଶ୍ରଦ୍ଧାଳୁ ଙ୍କ ଭିଡ ଆହୁରି ଜମି ଥାନ୍ତା ।


ଫୁଲବାଣୀ ରୁ ଗୌର ପ୍ରସାଦ ଙ୍କ ସହ ପ୍ରତାପ ଦିଗାଲ ଙ୍କ ରିପୋର୍ଟ୍ ଜିଲ୍ଲା ଖବର୍।



