Home ଆଞ୍ଚଳିକ ବିଜେପିର ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ।

ବିଜେପିର ନିର୍ବାଚନ ସମୀକ୍ଷା ବୈଠକ ଅନୁଷ୍ଠିତ ।

179

ନବରଙ୍ଗପୁର , ୧୫/୦୪/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ବିଜେପିର ନିର୍ବାଚନ ସମୀକ୍ଷା ବୈଠକ ନବରଙ୍ଗପୁର ସୌରସାହି କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।

ସେଥିରେ ମୁଖ୍ୟ ଅତିଥି ଓ ପର୍ଯ୍ୟବେକ୍ଷକ ଭାବେ କଳାହାଣ୍ଡି ଜିଲ୍ଳା ସଭାପତି ଶ୍ରୀ ଦେବେନ୍ଦ୍ର ମହାନ୍ତି,ରାଷ୍ଟ୍ରୀୟ ଯୁବ ମୋର୍ଚା କାର୍ଯ୍ୟକାରେଣୀ ସଦସ୍ୟ ଶ୍ରୀ ଦୀପଜ୍ୟାତି ମୁଣ୍ଡ, କଳାହାଣ୍ଡି ଜିଲ୍ଳା ଯୁବ ମୋର୍ଚ୍ଚା ସଭାପତି,

ରାଜ୍ୟ ଉପ ସଭାପତି ଶ୍ରୀ ବଳଭଦ୍ର ମାଝୀ,ରାଜ୍ୟ କାର୍ଯ୍ୟକାରେଣୀ ସଦସ୍ୟ ଶ୍ରୀ ଗୌରୀ ଶଙ୍କର ମାଝୀ,ନବରଙ୍ଗପୁର ପୌରାଧକ୍ଷ ଶ୍ରୀ କୁନୁ ନାୟକ, ନବରଙ୍ଗପୁର ବିଜେପି ସମ୍ପାଦକ ଅଚ୍ୟୁତା ନନ୍ଦ ବିଷୋୟୀ ବିଜେପି ଜିଲ୍ଲା ସଭାପତି ଜଗଦିଶ ଚନ୍ଦ୍ର ବିଷୋୟୀ ସମସ୍ତ ଜିଲ୍ଳା ପରିଷଦ ପ୍ରାର୍ଥୀ ଉପସ୍ଥିତ ଥିଲେ ଓ ସମସ୍ତ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l

ଏହି ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା କରାଯାଇଥିଲା l ବ୍ଲକର କାର୍ଯ୍ୟକର୍ତ୍ତା ମାନଙ୍କୁ ବିଭିନ୍ନ ପ୍ରଶ୍ନ କରିଥିଲେ,କଣ ଭୁଲ ଯୋଗୁଁ ଆମେ ହାରିଲେ,ହେଲା କଣ କରିଥିଲେ ଆମେ ଜିତିପାରି ଥାଆନ୍ତେ ଆଲୋଚନା କରାଯାଇଥିଲା l

ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର।