Sunday, October 11, 2026
Home ଆଞ୍ଚଳିକ ଜଗନ୍ନାଥ ପ୍ରସାଦ କାର୍ଯ୍ୟାଳୟରେ ମନମୁଖୀ ଶାସନ ଓ ଶିକ୍ଷକଙ୍କୁ ଲିଖିତ ଅଭିଯୋଗ।

ଜଗନ୍ନାଥ ପ୍ରସାଦ କାର୍ଯ୍ୟାଳୟରେ ମନମୁଖୀ ଶାସନ ଓ ଶିକ୍ଷକଙ୍କୁ ଲିଖିତ ଅଭିଯୋଗ।

78

ଜଗନ୍ନାଥ ପ୍ରସାଦ , ୧୫/୦୪/୨୨ ( ଜିଲ୍ଲା ଖବର ) : ଜଗନ୍ନାଥ ପ୍ରସାଦ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯାଳୟରେ କାର୍ଯ୍ୟରତ ମୁଖ୍ୟକିରାଣୀ ବିଭୂନନ୍ଦନ ପଟ୍ଟନାୟକ ଙ୍କ ମନୋମୁଖି କାର୍ଯ୍ୟ ର ବିରୋଧ କରି ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ତରଫରୁ ଜଗନ୍ନାଥ ପ୍ରସାଦ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ମହାପାତ୍ର ଙ୍କୁ ଅଭିଯୋଗ ଦେବା ସହ ଗଂଜାମ ଜିଲ୍ଲାପାଳ, ଓ ଗଞ୍ଜାମ ଶିକ୍ଷା ଅଧିକାରୀ ଙ୍କୁ ମଧ୍ୟ ଲିଖିତ ଅଭିଯୋଗ ଦେଇଛନ୍ତି।

ମୂଖ୍ୟ କିରାଣୀ ଶ୍ରୀ ପଟ୍ଟନାୟକ ଶିକ୍ଷକ ,ଶିକ୍ଷୟତ୍ରୀ ମାନଙ୍କ ସର୍ଭିସ book ୨୦୦୯ ମସିହା ରୁ update କରିନାହାନ୍ତି , Gic book ଓ service book ଗୁଡିକ କାର୍ଯ୍ୟ।ଳୟ ନ ରଖି suspend ଶିକ୍ଷକ ସୁଧିର ସାହୁ ଘରେ ରଖନ୍ତି।

ଟଙ୍କା ନଦେଲେ Gpf ଚାରି ମାସରେ କରନ୍ତି, El,metrenit leav,Macp, retirement benefit,କାର୍ଯ୍ୟ ର ଗୁରୁତ୍ୱ ନିଅନ୍ତି ନାହିଁ, BEO,ଶ୍ରୀ ମହାପାତ୍ର ଙ୍କୁ କୌଣସି କାର୍ଯ୍ୟ ରେ ସହଯୋଗ କରନ୍ତି ନାହିଁ,ବରଂ beo ଙ୍କୁ ବହୁ ସମୟ ରେ ଅପବ୍ୟବହାର କରନ୍ତି,ଓ କୁହନ୍ତି, ମୁଁ କେତେ beo କୁ ଦେଖିଛି,,, ମୋର କିଏ କିଛି କରି ପାରିବେ ନାହିଁ ବୋଲି ମୁଖ୍ୟ କିରାଣୀ କୁହନ୍ତି।

ତେଣୁ ମୁଖ୍ୟ କିରାଣୀ ବିଭୂନନ୍ଦନ ପଟ୍ଟନାୟକ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ସହ, ତାଙ୍କୁ ତୁରନ୍ତ ବଦଳି କରା ଯାଉ ବୋଲି ଜଗନ୍ନାଥ ପ୍ରସାଦ ବ୍ଲକ ପ୍ରାଥମିକ ଶିକ୍ଷକ ସମିତି ତରଫରୁ ସଭାପତି ପତିତପାବନ ନାୟକ,ବସନ୍ତ କୁମାର ମିଶ୍ର,ଜଗନ୍ନାଥ ନାଇକ,କବିରାଜ ଡାକୁଆ,ବସନ୍ତ କୁମାର ସାହୁ,ପ୍ରଦୀପ କୁମାର ପ୍ରଧାନ,ସଞ୍ଜୟ କୁମାର ନାୟକ,ପୂର୍ଣ ଚନ୍ଦ୍ର ମହାପାତ୍ର, ସମତେ ବହୁ ଶିକ୍ଷକ beo ଙ୍କୁ ଭେଟିବା ସହ ବହୁ ସମୟ ଧରି beo କାର୍ଯ୍ୟ।ଳୟ କୁ ଘେରାଉ କରିଥିଲେ।

ଘଟଣା ସମ୍ପର୍କ ରେ ମୁଖ୍ୟ କିରାଣି ବିଭୂନନ୍ଦନ ପଟ୍ଟନାୟକ ଙ୍କୁ ପଚାରିବାରୁ ସେ କହିଲେ ତାଙ୍କ ନାମରେ ଆସିଥିବା ସମସ୍ତ ଅଭିଯୋଗ ସବୁ ମିଥ୍ୟା, beo ଯାହା ପଦକ୍ଷେପ ନେବେ ମୁଁ ତାହାକୁ ଗ୍ରହଣ କରିବି।
ନିରାକାର ସାହୁ ଙ୍କ ରିପୋର୍ଟ ଜିଲ୍ଲା ଖବର।