Sunday, November 15, 2026
Home ଆଞ୍ଚଳିକ ହାଟମୁନିଗୁଡା ରାମ ମନ୍ଦିରରେ ମହା ସମାରୋହରେ ପାଳନ ହେଲା , ପଣା ସଂକ୍ରାନ୍ତି।

ହାଟମୁନିଗୁଡା ରାମ ମନ୍ଦିରରେ ମହା ସମାରୋହରେ ପାଳନ ହେଲା , ପଣା ସଂକ୍ରାନ୍ତି।

92

ବିଷମକଟକ , ୧୪/୦୪/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ବିଷମକଟକ ବ୍କକ ଅନ୍ତର୍ଗତ ହାଟମୁନିଗୁଡା ରାମ ମନ୍ଦିରରେ ପଣା ସଂକ୍ରାନ୍ତି ଯଥାବିଧି ପାଳନ କରାଯାଇଛି। ମନ୍ଦିର ପରିଚାଳନା କମିଟିର ସଭାପତି ଜୋତି ପ୍ରସାଦ ସାହୁ, ଭାସ୍କର ନେମାଲପୁରୀ ଙ୍କ ସଭାପତିତ୍ୱ ରେ ହୋମ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।ଏଥିରେ ବହୁ ସଂଖ୍ୟକ ଗ୍ରାମ ବାସୀ ଯୋଗଦେଇଥିଲେ। ନିତି କାନ୍ତି ରେ ପୂଜା ଓ ହୋମ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ପ୍ରସାଦ ସେବନର ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବାଳକୃଷ୍ଣ ରାଜୁ,ଆପୁଡୁ ଆଚାରୀ, ରାମ ମୂର୍ତ୍ତି ବେହେରା, ପି ଗୋବିନ୍ଦ ରାଜୁ, ଜୋତି ପ୍ରସାଦ ସାହୁ, ରମେଶ ପାକି, ନିଶାନ୍ତ ପନଢା, ରାଜେଶ କୁମାର ସାହୁ, ମହେନ୍ଦ୍ର ସେଠୀ, ସଦାନନ୍ଦ ସାହୁ, ସଦାନନ୍ଦ ଦାସ, ମୃତ୍ୟୁ ମ୍ ଜୟ ପାନାଢା, ଜନାର୍ଦ୍ଦନ ଲାବଲା, ତ୍ରିପତି ପଣ୍ଡା, ବିଜୟ ଦାସ,ଶ୍ରୀ ନିବାସ ସାହୁ ପ୍ରମୁଖ ସହଯୋଗ କରିଥିଲେ।