
ହିଞ୍ଜିଳିକାଟୁ , ୧୧/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ରେ ଅଛନ୍ତି ଅନେକ ନେତା ଯନ୍ତ୍ରୀ ଠିକାଦାର ଓ କର୍ମୀ ଏହାର ଭିତରେ ଚାଲିଛି ଭୋଟ ଦିଆନିଆ ।


ଏଥିରେ କିଏ ଜିତନ୍ତୀ ହିଁ ଜଣେ ସେ କଳେ ହେଉ କିମ୍ବା କୌଶଳେ ଆଉ
କିଏ ଭି ହାରନ୍ତି ହାରିବା ଲୋକଟି ଦୁଃଖ ରେ ଫେରି ଯାଇ ଆଗାମୀ ଦିନ ରେ କିପରି ଲୋକଙ୍କୁ ଆପଣାଇବା ପାଇଁ ଚେଷ୍ଟା କରନ୍ତି ।

କିନ୍ତୁ ଜିତିବା ଲୋକ ଟି କିପରି ମୁଁ ଲୋକ ଙ୍କ ଓ ନିଜ ଅଞ୍ଚଳର ମଙ୍ଗଳ କାମ କାରିବି ଲାଗି ପଡ଼ନ୍ତି ।

ସେଇ ପରି ଦୃଶ୍ୟ ମାନ ଦେଖି ବାକୁ ମିଳିଛି ଗଞ୍ଜାମଜିଲ୍ଲା ର ହିଞ୍ଜିଳି ପୌର ପରିଷଦ ର ଏକ ମାତ୍ର ଶାନ୍ତ ସରଳ ଅଧକ୍ଷ ସୁବାସ ପୋଲାଈ ଙ୍କ ପାଖରେ ।

ସୂଚନା ମୁତାବକ ଆଜି ସକାଳେ ସେ ପ୍ରାତଃ ଭ୍ରମଣ ସମୟରେ ସେ ଦେଖିଲେ ଗୋଟିଏ ବନ୍ଧ ଟି କିଛି ଦଳ ଓ ମଇଳା ପଡି ପାଣି ଟି ଖରାପ ହେବାରେ ଲାଗିଛି ।

ସେ ସଙ୍ଗେ ସଙ୍ଗେ ନିଜର ସହ କର୍ମୀ ଓ ସ୍ଥାନୀୟ ଅଫିସର ସହିତ ଯୋଗାଯୋଗ କରି ପାଣି ଭିତରେ କିଛି ସ୍ଥାନୀୟ ଲୋକଙ୍କୁ ନେଇ ସେଇ ବନ୍ଧ କୁ ସଫା କରିଥିଲେ ।

ଏହା ଦେଖି ଲୋକଙ୍କ ମନରେ ଖୁସି ର ଲହରୀ ଫୁଟିଥିଲା ଓ ବୁଦ୍ଧି ଯିବି ମହଲରେ ପ୍ରଶଂସାର ପ୍ରାପ୍ତ ହୋଇଥିଲେ ।

କେମେରା ସମ୍ମୁଖରେ ନିଜର ପ୍ରଶାଂସା ବଖାଣି ବା ପାଇଁ ମନା କରିଥିଲେ ଓ କହିଥିଲେ ମୁଁ ଏହି ପରି ଅନେକ କାମ କରିବି ଏହା ର ବିରୁଦ୍ଧ କିଏ ଯଦି କରେ ଆପଣଙ୍କ ମାନଙ୍କ ଆଶ୍ରୟ ନିଶ୍ଚିତ ନେବି ।


