
ଆସିକା , ୧୦/୦୪/୨୨ ( ଜିଲ୍ଲା ଖବର ) : ପବିତ୍ର ରାମ ନବମୀ ଅବସରରେ ବିଶ୍ବହିନ୍ଦୁ ପରିଷଦ ଆସିକା ଶାଖା ପରିବାର ପକ୍ଷରୁ ବିଭିନ୍ନ



ରାମ ମନ୍ଦିର ରେ ପୂଜାର୍ଚ୍ଚନା ସାରି ହିନ୍ଦୁ ରାଷ୍ଟ୍ର ରେ ହିନ୍ଦୁତ୍ବକୁ ପ୍ରାଧାନ୍ୟ ଦେବା ପାଇଁ ଏକ ବାଇକ ରାଲିରେ କର୍ମକର୍ତ୍ତା ମାନେ ସଚେତନ କରାଇଥିଲେ ।



ପ୍ରଭୁ ଶ୍ରୀ ରାମଚନ୍ଦ୍ର ଜନ୍ମ ଦିନ ଅବସରରେ ତାଙ୍କ ଆଦର୍ସ ଓ ପୁରୁଷୋତ୍ତମ
ଭାବେ ବିଶ୍ବକୁ ଆଦର୍ସ ର ଶିକ୍ଷା ଦେଇଥିଲେ ମଧ୍ୟ ଏହି ହିନ୍ଦୁ ରାଷ୍ଟ୍ର ରେ ଇଂରେଜ ର ଅନୁଷରଣ ଏବେବି ଦେଶରେ ଚାଲିଛି ।



ଯାହାକି ସନାତନ ଧର୍ମ ଏବଂ ହିନ୍ଦୁ ରାଷ୍ଟ୍ର ପାଇଁ ଏହା ଏକ ଦୁଃଖ ଦ ବିଷୟ ବୋଲି ସଚେତନ ର ବାର୍ତ୍ତା ଦିଆଯାଉଥିଲା ।


