Tuesday, October 20, 2026
Home ଅପରାଧ ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଅଫିସ ଚଢ଼ାଉ।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କ ଅଫିସ ଚଢ଼ାଉ।

95

ଭଞ୍ଜନଗର , ୦୬/୦୪/୨୨ ( ଜିଲ୍ଲା ଖବର ) : ଆୟ ବୟିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଭଞ୍ଜନଗର MI ଡିଭିଜନ ର ଯନ୍ତ୍ରୀ କାର୍ତ୍ତିକେଶ୍ବର  ରାଉଳ।

ଓଡିଶା ଭିଜିଲାନ୍ସ କାର୍ଯ୍ଯାଳୟ ର ପରାମର୍ଶ କ୍ରମେ ୫ ଜଣ ଡି ଏସ୍ ପି  ଙ୍କ ନେତୃତ୍ଵରେ ୧୧ ଜଣ ଇନିସପେକଟର ଙ୍କୁ ନେଇ ଭଞ୍ଜନଗର ଇରିଗେସନ କୋଲନି ଠାରେ ଥିବା ବାସ ଭବନ ,

ଖଲିକୋଟ ପୌତ୍ରୀକ ବାସ ଭବନ ଓ ଭୁବନେଶ୍ବର ଖଣ୍ଡଗିରୀ ଠାରେ ଥିବା ବଡ ଅଟାଳିକା ଭଳି ୬ ଟି ସ୍ଥାନରେ ଏକ କାଳିନ ଚଢାଉ ଆରମ୍ଭ ହୋଇଛି।

  ଚଢାଉ ବେଳେ ଅନେକ ମାତ୍ରା , ସମ୍ପତ୍ତି ଠାବ ହୋଇଥିବା ଜଣାପଡିଛି