Monday, November 16, 2026
Home ଆଞ୍ଚଳିକ ସେକି ଦେଲେ ଅଙ୍ଗନବାଡି ଦିଦି ।

ସେକି ଦେଲେ ଅଙ୍ଗନବାଡି ଦିଦି ।

119

ହିଂଜିଲିକାଟୁ , ୦୫/୦୪/୨୨ ( ଜିଲ୍ଲା ଖବର ) : କିଛି ଦିନ ତଳେ କୁଆଡେ ଅଙ୍ଗନବାଡି ଦିଦି ଜଣଙ୍କ ଉକ୍ତ ଯୁବକଙ୍କୁ ଗାଳି କରିଥିଲେ।


ସେହି ଗାଳି କରିବା ଯୁବକଙ୍କ ମାଆ ଶୁଣି ପୁଅକୁ କହିଥିଲେ।


ଆଜି ତାହାର ରାଗ ସୁଝାଇବାକୁ ଯାଇ ଯୁବକ ଜଣଙ୍କ ଅଙ୍ଗନବାଡି ଦିଦିଙ୍କୁ ମନ ଇଛା ଅଶ୍ଳୀଳ ଗାଳି କରିଥିଲା। ଏହା ଶୁଣି ପ୍ରତିଜବାବ ଦେଲେ ଅଙ୍ଗନବାଡି ଦିଦି ।

ଯୁବକଙ୍କ ବେକରେ ପଡିଥିବା ଗାମୁଛାକୁ ଧରି ସେକି ଦେଇଗଲେ ମାଡ଼ । ଏହା କିଛି ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲୁ ଥିବା ର ଦେଖିବାକୁ ମିଲଛି । ପରେ ଗାଁ ଲୋକ ବୁଝାସୁଝା ପରେ ଶାନ୍ତ ପଡିଛି ପରିବେଶ
ଏନେଇ ମାଡ଼ ଖାଇ ଥିବା ବ୍ୟକ୍ତି ପକ୍ଷରୁ ଥାନାରେ ଏତଲା ଦେଇଛନ୍ତି
ତେବେ ଆଖପାଖ ଲୋକ ଏହି ଗଣ୍ଡଗୋଳ ଦୃଶ୍ୟକୁ ଭାଇରାଲ କରିଛନ୍ତି।

ଏହା ପରେ ସେ କେମେରା ସମୁଖ ରେ ଦୁଃଖ ପ୍ରକାଶ କରିଛନ୍ତି । ଅପର ପକ୍ଷରେ ଅଙ୍ଗନବାଡି ଦିଦି କଂ କୋଣସି ପତ୍ରୀକ୍ରିୟା ମିଳି ପାରି ନାହିଁ
ଓ ତାଙ୍କର ଫୋନ କୁ ମଧ୍ୟ ଉଠାଇ ନଥିଲେ