
କୋଦଳା , ୦୫/୦୪/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ୱାର୍ଡ ନଂ ୨ ଦିଗାପଡା ରାସ୍ତା ରୁ ଆଜି ସକାଳୁ ଗୋଟିଏ ଅଟୋରେ ବନ୍ଧୁକ ଜବତ l


ପୁରୁଷୋତ୍ତମପୁର ଏସଡିପିଓ ଓ ଥାନା ଅଧିକାରୀ ଙ୍କ ନିର୍ଦ୍ଦେଶକ୍ରମେ କୌଣସି ପ୍ରକାରେ ସୂଚନା ମୁତାବକ ଆଜି ଚଢ଼ାଉ କରାଯାଇଥିବା ସୂଚନା ଦେଲେ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟନାରାୟଣ ପ୍ରଧାନ l

ଅନ୍ୟପଟେ ଏହି ଘଟଣାରେ ପୋଲିସ ତଦନ୍ତ ଜାରିରହିଥିବା ବେଳେ କୌଣସି ବ୍ୟକ୍ତି ଅଟକ ନଥିବା ସୂଚନା ମିଳିଛି l



