ଡାକ୍ତରଙ୍କ ଅନୁପସ୍ଥିତି ଯୋଗୁଁ ରୋଗୀ ହନ୍ତସନ୍ତ।

51

ବୌଦ୍ଧ , ୦୩/୦୪/୨୨ ( ଜିଲ୍ଲା ଖବର ) : ବୌଦ୍ଧ ଜିଲ୍ଲା ସଦର ବ୍ଲକ ଜହ୍ନାପଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା।

ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ସବୁ ଅଛି, ହେଲେ ଡାକ୍ତର ନାହିଁ। ବିନା ଡାକ୍ତର ରେ ଚାଳିଛି ରୋଗୀ ସେବା । ଏ କି ପ୍ରକାର ଡାକ୍ତରଖାନା ଆଉ କି ପ୍ରକାର ରୋଗୀ ସେବା।

ହେ ଭଗବାନ ଏ ଡାକ୍ତର ମାନଙ୍କୁ ସତ୍ ବୁଦ୍ଧି ଦିଅ। ଯାହା ଅନୁମାନ କରାଯାଉଛି ଡାକ୍ତର ବାବୁ ଜଣକ ବୋଧେ ଘରେ ରୋଗୀ ସେବା କରୁଛନ୍ତି ।

ଆମେ ସକାଳ ଏ ୯:୩୦ ଟା ସମୟରେ ଡାକ୍ତର ଖାନାରେ ପହଞ୍ଚି ଥିଲୁ ହେଲେ ବାବୁ ଜଣକ ଡାକ୍ତର ଖାନାରେ ଅନୁପସ୍ଥିତ।

ଡାକ୍ତର ୯:୩୭ ମିନିଟ ସମୟରେ ଡାକ୍ତରଖାନା କୁ ଆସିଲେ। ଏନେଇ ଆମେ ଡାକ୍ତରଙ୍କୁ ପଚାରିବାରୁ ମୁଁ ଦେପୁଟେସନ ରେ ଆସୁଛି ,

ମୋର ଏଠୀ ରହିବାର ନାହିଁ ଏମିତି ଅନେକ କଥା କହୁଛନ୍ତି , ଶୁଣନ୍ତୁ ଡାକ୍ତର ବାବୁ କଣ କହୁଛନ୍ତି ।

ଏଠି ଡାକ୍ତର ଯଦି ଅବହେଳା କରନ୍ତି, ତାହା ହେଲେ ରୋଗୀ କାହା ଉପରେ ଭରଷା କରିବେ |