ପାଲଲହଡା – ଅକ୍ସଫୋର୍ଡ କ୍ଲବ ରେ ନିଆଁ, କାରଣ ଅସ୍ପଷ୍ଟ……. ।

44

ପାଲଲହଡା , ୦୩/୦୪/୨୨ (ଜିଲ୍ଲା ଖବର ) : ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ସଦର ମହକୁମା ଉଦୟପୁର ଶାଇ ମନ୍ଦିର ନିକଟରେ ଥିବା

ଅକ୍ପଫୋଡ କ୍ଲବ ରେ ନିଆଁ ଲାଗି ବିଭିନ୍ନ ଆସବାବ ଜିନିଷ ପତ୍ର ପୋଡି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

ଖବରରୁ ଜଣାଯାଏ ଆଜି ସକାଳୁ ଘର ଭିତରୁ ଧୂଆଁ ବାହାରୁ ଥିବା ଦେଖି କିଛି ଲୋକ ଅଗ୍ନିଶ୍ରମ ବିଭାଗକୁ ଫୋନ କରି ଜଣାଇବା ପରେ ଘଟଣା ସ୍ଥଳରେ ଅଗ୍ନିଶ୍ରମ ବିଭାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ।

ଘଟଣା ସ୍ଥଳରେ ପାଲଲହଡା ଯୁବ ବିଧାୟକ ମୁକେଶ କୁମାର ପାଳ ମଧ୍ୟ ପହଞ୍ଚି ଥିବା ଦେଖିବାକୁ ମିଳିଛି ତେବେ ନିଆଁ କେମିତି ଲାଗିଲା ତାହା ଅସ୍ପଷ୍ଟ ଥିବା ଜଣାପଡିଛି ।