Monday, November 16, 2026
Home ଆଞ୍ଚଳିକ ଆସିକା ବ୍ଳକ ଭେଙ୍କଟରାୟପଲ୍ଲୀରେ ନବବର୍ଷ ଓ ହିନ୍ଦୁ ପର୍ବ ଅନୁଷ୍ଠିତ।

ଆସିକା ବ୍ଳକ ଭେଙ୍କଟରାୟପଲ୍ଲୀରେ ନବବର୍ଷ ଓ ହିନ୍ଦୁ ପର୍ବ ଅନୁଷ୍ଠିତ।

252

ଆସିକା , ୦୨/୦୪/୨୨ ( ଜିଲ୍ଲା ଖବର) : ଆସିକା ବ୍ଲକ ଅନ୍ତର୍ଗତ ହରିଡା ପଦର ଗ୍ରାମ ପଞ୍ଚାୟତ ଭେଙ୍କଟରାଈପଲ୍ଲୀ ଗ୍ରାମ ର ଶ୍ରୀ ଶ୍ରୀ ମୁକ୍ତେଶ୍ଵର ମହାପ୍ରଭୁ ମନ୍ଦିର ପ୍ରାଙ୍ଗଣରେ ଚୈତ୍ର ଶୁକ୍ଳ ପ୍ରତିପଦା ରାଷ୍ଟିୟ ହିନ୍ଦୁ ନବବର୍ଷ ଓ ହିନ୍ଦୁ ପର୍ବ ଅନୁଷ୍ଠିତ ହେଈଛି ।

ଏହି ହିନ୍ଦୁ ନବ ବର୍ଷ ରେ ଭେଙ୍କଟରାଇ ପଲ୍ଲୀ ଗ୍ରାମ ର ସମସ୍ତ ସାହି ରେ ହିନ୍ଦୁ ଧର୍ମର ପ୍ରଚାର କରିଛନ୍ତି ।

ଭେଙ୍କଟରାଇପଲ୍ଲୀ ଏବଂ ହରିଡା ପଦର ଗ୍ରାମ ପଞ୍ଚାୟତ ର ରାଷ୍ଟ୍ରୀୟ ସ୍ୱୟଂ ସେବକ ଶ୍ରୀ ରାମହରି ବିଷୋୟୀ, ମନୋଜ ଅଚାରୀ, ସୁଦାମ ବିଷୋୟୀ, ଟିଟୁ ପାଢି,

ଅଶୋକ କୁମାର ବିଷୋୟୀ, ରବୀନ୍ଦ୍ର ମହାନ୍ତି,ଅଶ୍ୱିନୀ ବିଷୋୟୀ, ତରଣି ସେନ ବିଷୋୟୀ, ରବୀନ୍ଦ୍ର ନାଥ ଜେନା,ସିଲୁ ସ୍ୱାଇଁ, ରିତେଶ ମହାନ୍ତି,

ରଘୁନାଥ ବେହେରା, ଚନ୍ଦନ ବିଷୋୟୀ, ବିଦେଶୀ ବିଷୋୟୀ ଇତ୍ୟାଦି ସ୍ୱୟଂ ସେବକ ମାନେ ହିନ୍ଦୁ ଧର୍ମ ର ପ୍ରଚାର କରିଛନ୍ତି ଏବଂ ନିଜକୁ ହିନ୍ଦୁ ବୋଲି ଗର୍ବିତ ହେଇଛନ୍ତି ।