
ବ୍ରହ୍ମପୁର , ୦୨/୦୪/୨୨ ( ଜିଲ୍ଲା ଖବର ) : ବ୍ରହ୍ମପୁର ବିଶ୍ୱହିନ୍ଦୁ ପରିଷଦ ଗଞ୍ଜାମ ଜିଲ୍ଲା ତରଫରୁ ଜିଲ୍ଲା ସଭାପତି ଡ଼.ଭବାନୀ ଶଙ୍କର ଦାସ ଙ୍କ ନେତୃତ୍ୱରେ ହିନ୍ଦୁ ନବବର୍ଷ, ରାଷ୍ଟ୍ରିୟ ନବବର୍ଷ ଅନୁଷ୍ଠିତ ହୋଇଯାଇଛି ।

ଇତ୍ୟବସରରେ ଏହି କାର୍ଯ୍ୟକ୍ରମ ରେ ବିଭାଗ ସମ୍ପାଦକ ଡ଼ଃ ଅରୁଣ ପ୍ରସାଦ ପାଢ଼ୀ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଗୋପାଳ କୃଷ୍ଣ ସ୍ୱାଇଁ,ଜିଲ୍ଲା ଉପ ସଭାପତି କୃଷ୍ଣ ପଣ୍ଡା,ମାତୃଶକ୍ତି ସଂଯୋଜିକା K.N ରାଣୀ,ଦୃର୍ଗା ବାହିନି ଶ୍ନୀଗ୍ଧା ଜେନା,ସେବା ପ୍ରମୁଖ ଡ଼.ଆମ୍ବୁଜ ସାହୁ ବଜରଙ୍ଗ ଦଳ ବଳରାମ ମହାନ୍ତି, ଜିଲ୍ଲା ଓ ନଗର ର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


