Thursday, November 12, 2026
Home ଆଞ୍ଚଳିକ ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ଚେନ୍ନାଇ।

ଫିଚର କାଲାମ୍ସ ବୁକ୍ ଅଫ୍ ରିକାଡସ୍ ଓ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ଚେନ୍ନାଇ।

73


ରାୟଗଡ଼ା , ୨୮/୦୩/୨୨ ( ଜିଲ୍ଲା ଖବର ) : ତାମିଲନାଡୁ ଆନୁକୁଲ୍ୟରେ ଏକ ମିଳିତ ସଭାରେ ଦିନ ୨୬.୦୩.୨୦୨୨ ଦିନ ସଂଧ୍ୟା ୫ ଘଣ୍ଟା ସମୟରେ ତାମିଲନାଡୁର ଚେନ୍ନାଇ ସହର ର ଚେନ୍ନାଇ ଗେଟ୍ ୱେ ହୋଟେଲ ରେ ଅନୁଷ୍ଠିତ ହୋଇଥିଲା।

ଉକ୍ତ ସମାରହରେ ଅନେକ ରାଜ୍ୟ ରୁ ଆସିଥିବା ଉକ୍ତ ସମ୍ମାନିତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ରାୟଗଡ଼ା ଜିଲ୍ଲାର ଗୁଣୁପୁର ସହରର ଡଃ ଆଲୋକ କୁମାର ବୋଷ , ରାଜ୍ୟ ସଭାପତି, ଆନ୍ତର୍ଜାତିୟ ମାନବାଧିକାର କାଉନସିଲ , ଓଡ଼ିଶା ଙ୍କୁ ଦା ୟୁନିଭେରସେଲ ତାମିଲ ୟୁନିଭେରସିଟି , ତାମିଲନାଡୁ ର ଚାନ୍ସେଲର ଡଃ ଏମ ପାଣ୍ଡିଆ ରାଜନ,କାମରାଜୁ

ୟୁନଭରସିଟି, ମଦୁରାଇ ର ଅଧ୍ୟକ୍ଷ ଡ଼ଃ ଆର ସୋଲାଇମଲାଇ ଏବଂ ମୂଖ୍ୟ ଅତିଥି ଡଃ ଏକେଏନ୍ ଭାଇଥାଇୟାନାଥମ୍ ଜିଲ୍ଲା ଜର୍ଜ, ଚେନ୍ନାଇ,ଓ ଡଃ ବାବୁ ବାଲକୃଷ୍ଣା, ଅଧ୍ୟକ୍ଷ ୟୁନଭେରସଲ ଏଚିଭେରସ ବୁକ୍ ଅଫ୍ ରେକର୍ଡସ୍ ଙ୍କ ଦ୍ଵାରା ରାୟଗଡ଼ା ଜିଲ୍ଲାର ଡଃ ଆଲୋକ କୁମାର ବୋଷ ଙ୍କୁ ମେଡାଲ ଦେଇ ରେ ସମ୍ମାନିତ କରାଯାଇଥିଲା।

ଫିଉଚର କାଲାମସ୍ ଅଫ୍ ଇଣ୍ଡିଆ ୨୦୨୨ପୁରସ୍କାର ମଧ୍ୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଏହି ଫିଚର କାଲାମ୍ସ ବୁକ୍ ଅଫ୍ ରେକର୍ଡସ୍ ତରଫରୁ ପୁରସ୍କାର ଟି ସାମାଜିକ ସେବା ପାଇଁ ସମ୍ମାନିତ କରାଯାଇଥିଲା। ଏହି ବିରଳ ପୁରସ୍କାର ପାଇଁ ଓଡ଼ିଶା ବାହାରରୁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ରାୟଗଡ଼ା ର ଅନେକ ହିତାଧିକାରୀ ତାଙକୁ ଶୁଭେଚ୍ଛା ଜଣାଇଛନ୍ତି।ରେପୋର୍ଟ ରାମନାଥ ମହାନ୍ତି