Monday, October 19, 2026
Home ଅପରାଧ ଭାଙ୍ଗ ସହ ଗାଡି ଜବତ ୪ଗିରଫ ।

ଭାଙ୍ଗ ସହ ଗାଡି ଜବତ ୪ଗିରଫ ।

72

ପାଟପୁର , ୨୫/୦୩/୨୨ (ଜିଲ୍ଲା ଖବର ) : ଗଂଜାମ ଜିଲ୍ଲା ପାଟପୁର ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ

ତେର କ୍ୱିଣ୍ଟାଲ ୮୨ କେଜି ଭାଙ୍ଗ ଜବତ କରିଛି।

ପୋଲିସ ଏସଂକ୍ରାନ୍ତ ରେ ଚାରି ଜଣଙ୍କୁ ଗିରଫ କରି ୨୫ ହଜାର ଟଙ୍କା ଓ ଗୋଟିଏ ବୋଲେରୋ ଓ ଗୋଟିଏ ପିକ ଅପ ଜବତ କରିଛି।

ଏମାନେ ଗଜପତି ରୁ ପୁରୀ ଅଭିମୁଖେ ଭାଙ୍ଗ ନେଇ ଯାଉଥିଲା ବୋଲି ସୂଚନା ଦେଇଛନ୍ତି ଆଇ ଆଇ ସି ସବ୍ୟସାଚୀ ମଲ୍ଲ।