Tuesday, October 13, 2026
Home ଆଞ୍ଚଳିକ ଶେରଗଡ଼ ଉପାଧ୍ୟକ୍ଷ ସୁଧାସ୍ମିତା ପଟ୍ଟନାୟକ |

ଶେରଗଡ଼ ଉପାଧ୍ୟକ୍ଷ ସୁଧାସ୍ମିତା ପଟ୍ଟନାୟକ |

171

ଶେରଗଡ଼, ୨୪/୦୩/୨୨ ( ଜିଲ୍ଲା ଖବର ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ରେ ଥିଲା ଉପାଧ୍ୟକ୍ଷ୍ୟ ପଦବୀ |

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ରେ ସୁଧସ୍ମିତା ପଟ୍ଟନାୟକ ହେଲେ ଉପାଧ୍ୟକ୍ଷ ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଧାସ୍ମିତା ପଟ୍ଟନାୟକଙ୍କୁ ସ୍ଵିକୃତି ଦେଇଥିଲେ ।

ଏବଂ ସମସ୍ତ ସମିତି ସଭ୍ୟ ସମର୍ଥନ ଜଣାଇ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ |

ଯାହା ଫଳରେ ଶ୍ରୀମତୀ ପଟ୍ଟନାୟକ , କୃଷ୍ଣ ଚନ୍ଦ୍ର ନାୟକ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଦେବା ସହ ବ୍ଲକ ର ବିକାଶକୁ ଗୁରୁତ୍ୱ ଦେବେ |

ଗଞ୍ଜାମରୁ ଅଖିଳ କୁମାର ପଟ୍ଟନାୟକ ।