Home ଆଞ୍ଚଳିକ ଖାରିଆରେ ୧୨ରୁ ୧୪ବର୍ଷର ପିଲାଙ୍କୁ ଟିକା କରଣ ।

ଖାରିଆରେ ୧୨ରୁ ୧୪ବର୍ଷର ପିଲାଙ୍କୁ ଟିକା କରଣ ।

67

ଖାରିଆ ,୨୧/୦୩/୨୨ ( ଜିଲ୍ଲା ଖବର ) : ଆସିକା ବ୍ଲକ ଖାରିଆ ପଞ୍ଚାୟତ ର ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କରୁଣା ଟିକାକରଣ କାର୍ଯ୍ୟକ୍ରମ କୁ ଉଦ୍ଘାଟନ କରିଛନ୍ତି ଆସିକା ବିଧାୟିକା ମଞ୍ଜୁଳା ସ୍ବାଇଁ ।

ଖାରିଆ ସରପଞ୍ଚ ଜୟନ୍ତୀ ସାହୁଙ୍କୁ ନେତୁତ୍ବରେ ଆୟୋଜିତ ଟିକାକରଣ ଶିବିରରେ ଜିଲ୍ଲା ପରିଷଦ ସଭ୍ୟ ମନୋଜ ଦୋରା ,ସମିତି ସଭ୍ୟା ସୌଦାମିନୀ ନାହକ ଅତିଥି ଭାବେ ଯୋଗ ଦେଇଥିଲେ ।

ସ୍କୁଲର ଛାତ୍ରଛାତ୍ରୀ ଏବଂ ଆଖପାଖ ଗ୍ରାମ ଓ ପଞ୍ଚାୟତର ୧୨ ବର୍ଷର ରୁ ୧୪ ବର୍ଷରୁ ଶତାଧିକ ବାଳକ ବାଳିକା ମାନଙ୍କୁ କରୋନା ଟିକା ଦିଆଯାଇଥିଲା ।

ଉକ୍ତ ଟିକାକରଣ ଶିବିରରେ ପଞ୍ଚାୟତ କାର୍ଯ୍ୟକର୍ତ୍ତା ,ସ୍ବାସ୍ଥ୍ୟ ବିଭାଗ ଟିମ ,ଗ୍ରାମର ଯୁବ ସଂଘଠନ ଓ ଗ୍ରାମବସୀ ସମେତ ଯୁବ ବିଜେଡି ଶିବରାମ ସାହୁ,ପ୍ରତାପ ପ୍ରଧାନ, ସାଇରାଜ ଦଳାଇ,ଶଙ୍କର ସେଠୀ, ଦିଲ୍ଲୀପ ନାହାକ,

ପବିତ୍ର ଲେଙ୍କା, ସନୋଜ ଲେଙ୍କ, ପ୍ରଧାନ ଶିକ୍ଷକ, ସମସ୍ତ ୱାର୍ଡ ସଭ୍ୟ ,ନାଏବ ସରପଞ୍ଚ, ନାରାୟଣ ଡାକୁଆ ମନୋଜ ଗୌଡ଼ ପ୍ରମୁଖ ଯୋଗ ଦେଇଥିଲେ ।