Home ଆଞ୍ଚଳିକ ପୌରପରିଷଦ ନିର୍ବାଚନ ପ୍ରଚାର ଜୋର ବିଜେଡି କହୁଛି ୧୩ କାଉନସିଲର ୧ ଚୟରମେନ କଂଗ୍ରେସ କହୁଛି...

ପୌରପରିଷଦ ନିର୍ବାଚନ ପ୍ରଚାର ଜୋର ବିଜେଡି କହୁଛି ୧୩ କାଉନସିଲର ୧ ଚୟରମେନ କଂଗ୍ରେସ କହୁଛି ୧୩ କାଉନସିଲର ୧ ଚ୍ୟାୟାରମେନ ବିଜୟ କାହାର।

66


କନ୍ଧମାଳ , ୨୧/୦୩/୨୨ ( ଜିଲ୍ଲା ଖବର ) : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌରପରିଷଦ ନିନିର୍ବାଚନ ଯେତେ ପାଖେଇ ଆସୁଛି କଂଗ୍ରେସ ଓ ବିଜେଡି ପାର୍ଥି ଓ ଅଧ୍ୟକ୍ଷ ପ୍ରଚାର ଜୋର ଧରିଛି।

ବିଜେଡି ଦଳ କହୁଛି ଫୁଲବାଣୀ ପୌରପରିଷଦ ନିର୍ବାଚନ ରେ ୧୩ ଟି କାଉନସିଲର ୧ ଅଧ୍ୟକ୍ଷ ପଦ ହାତେଇବୁ କିନ୍ତୁ କଂଗ୍ରେସ ୧୩ ଟି କାଉନସିଲର ଗୋଟିଏ ଅଧ୍ୟଷ ପଦ ହାତେଇବୁ।

କଂଗ୍ରେସ ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଛି।

କଂଗ୍ରେସ ଲୋକଙ୍କ ପାଖରେ ଅଛି ଓ ରହିବୁ।

ବିଜେଡି ଗାଡ଼ିରେ ବୁଲି ପ୍ରଚାର କରୁଛି ଓ ବିଜେଡି କହୁଛି ୨୨ ବର୍ଷ ଶାସନ କରୁଛୁ । ଦେଖିବା ଭୋଟର କାହା ଭାଗ୍ୟ କୁ ସମର୍ଥନ କରିବେ।

କନ୍ଧମାଳ ଜିଲ୍ଲା ରୁ ପ୍ରତାପ ଦିଗାଲ ସହିତ ଗୌରପ୍ରସାଦ ଙ୍କ ରିପୋର୍ଟ ଜିଲ୍ଲା ଖବର