
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରାତନ କାର୍ଯ୍ୟକରତାଙ୍କ ବିଶ୍ୱ ପଖାଳ ଦିବସ ପାଳିତ । ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଛି ।


୪୦ ସଂଖ୍ୟା ରେ ପୁରାତନ ବିଦ୍ୟାର୍ଥୀ ପରିଷଦ କାର୍ଯ୍ୟକର୍ତ୍ତ। ଉପସ୍ଥିତ ରହି ଓଡ଼ିଆ ଜାତି ର ଗର୍ବ ପଖାଳ ଖାଇ ପାଳନ କଲେ । ସୁଆଦିଆ ବଡି ଚୁରା, ଶାଗ ଭଜା, ବେଶର,ଭଜା, ଆଳୁ ଦମ ସହ ପାପଡ଼ ଓ ଦହି ପଖାଳ ଖାଇ ଦିନ ଦ୍ୱିପ୍ରହର ର ଗରମ ରୁ ଲାଘବ ଲଭିଥିଲେ ।

ଏହି ଆବସରରେ ବିଦ୍ୟାର୍ଥୀ ପରିଷଦ ର ବିସ୍ତାରକ ବିରଞ୍ଚି ତ୍ରିପାଠୀ ଙ୍କ ଅନୁରୋଧ କ୍ରମେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ୭୫ ବର୍ଷ ପୂର୍ତ୍ତି ର ଏହି ଲମ୍ବା ଉପଲବ୍ଧି ର ଗାଥା କୁ ନେଇ ମୁଦ୍ରିତ ହେବାକୁ ଧ୍ୟେୟ ଯାତ୍ରା ନାମକ ଗୋଟିଏ ପୁସ୍ତିକା ପାଇବା ପାଇଁ ସମସ୍ତେ ଆଗ୍ରହ ର ସହ ପଞ୍ଜିକରଣ କରିଥିଲେ ।


ଭୋଜନ ମନ୍ତ୍ର ରେ ଆରମ୍ଭ ହୋଇଥିଵା ଏହି ବିଶ୍ୱ ପଖାଳ ଦିବସ ଅନେକକାର୍ଯ୍ୟକର୍ତ୍ତ।ଙ୍କ ସ୍ମୃତି ସାଉଁଟି ଶେଷ ହୋଇଥିଲା ।
ଗୁଣପୁର ରୁ ରାମନାଥ ମହାନ୍ତିଙ୍କ ରିପୋର୍ଟ ଜିଲ୍ଲା ।



