
ବ୍ରହ୍ମପୁର , ୧୯/୦୩/୨୨ ( ଜିଲ୍ଲା ଖବର ) : ପବିତ୍ର ଦୋଳ ପୂର୍ଣ୍ଣମୀରେ ଉତ୍ସବ ମୁଖର ହୋଇଛି । ଗୋଷାଣିନୂଆଗାଁ ସ୍ଥିତ ଗୋକୁଳ ଧାମ ରାଧା,କୃଷ୍ଣ ଓ ରୁକ୍ମିଣି ମନ୍ଦିର ଏହି ମନ୍ଦିର ହେଉଛି ଭାରତର ଦ୍ୱିତୀୟ ମନ୍ଦିର ।


ମହାମାରୀ କରୋନା ଯୋଗୁଁ ଦୁଇ ବର୍ଷ ହେଲା ବନ୍ଦ ଥିଲା କିନ୍ତୁ ଚଳିତ ବର୍ଷ କୃଷ୍ଣ ଜନ୍ମାଷ୍ଟମୀ ଧୁମ ଧାମରେ ପାଳନପାଞ୍ଚଦିନ ଧରି ପାଳନ କରାଯାଇଛି ।ଗୁକୁଳ ଧାମ ପରିବାର ପକ୍ଷରୁ ପ୍ରତ୍ୟେକ ଦିନ ଶହ ଶହ ଭକ୍ତ ମାନଙ୍କ ମଧ୍ୟରେ ପାଳିତ ହୋଇଯାଇଛି ।


ଭକ୍ତ ମାନଙ୍କ ମନୋରଞ୍ଜନ ପାଇଁ ଗୋକୁଳ ଧାମ ପରିବାର ପକ୍ଷରୁ ସବୁଦିନେ ଭଜନ ସମାରୋହ କରାଯାଇଥିଲା ।

ବ୍ରହ୍ମପୁରର ସୁନାମ ଧନ୍ୟ କଣ୍ଠ ସ୍ଲୀପି ଅତି ସୁନ୍ଦର ଭଜନ ପରିବେଷଣ କରୁଥିଲେ । ଭଜନର ତାଳେ ତାଳେ ଭକ୍ତ ମାନେ ନାଚିବାଇ ଦୃଶ୍ୟ
ଥିଲା ।


ଖୁବ ନିଆରା ରାଧାକୃଷ୍ଣଙ୍କୁ ଦୋଳିରେ ବସି ଝୁଲେଇ ଭକ୍ତ ପାଉଥିଲେ ଖୁବ ଆନନ୍ଦ ଶେଷରେ ଫଗୁ (ହୋଲି)ଖେଳ ହୋଇ ଥିଲା ।



