Saturday, October 17, 2026
Home ଅପରାଧ ପୋଲସରା ଥାନା ମୁକ୍ତାମାଳାଦେଇପୁର ଶାସନ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ।

ପୋଲସରା ଥାନା ମୁକ୍ତାମାଳାଦେଇପୁର ଶାସନ ଗାଁରେ ଏକ ଜଘନ୍ୟ ହତ୍ୟାକାଣ୍ଡ।

73

ପୋଲସରା , ୧୯/୦୩/୨୨ ( ଜିଲ୍ଲା ଖବର ) : ଗଞ୍ଜାମ ଜିଲ୍ଲା ପୋଲସରା ଥାନା ମୁକ୍ତାମାଳାଦେଇପୁର ଶାସନ ଗାଁର ଘଟିଯାଇଛି ଏକ ଜଘନ୍ୟ ହତ୍ୟାକାଣ୍ଡ ।

ଏହି ହତ୍ୟାକାଣ୍ଡରେ ଅମିତ ଅ।ଚାର୍ଯ୍ୟ ନାମକ ଜଣେ ଯୁବକ ମୃତ୍ୟୁ ଘଟିଥିବା ବେଳେ ହତ୍ୟାକାଣ୍ଡର ଅସଲ କାରଣ ଏବେ ବି ଜଣାପଡି ନାହିଁ ।

ଏହି ହତ୍ୟାକାଣ୍ଡ ଗତକାଲି ମଧ୍ୟ ରାତ୍ରିରେ ଘଟିଥିବା ବେଳେ ଏକ ରୁ ଏକାଧିକ ଯୁବକ ଖଣ୍ଡାରେ ହାଣି ହତ୍ୟା କରିଥିବା ପୋଲିସ ଅନୁମାନ କରୁଛି ।

ପୋଲସରା ପୋଲିସ ଓ ପୁରୁଷୋତ୍ତମପୁର ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଅ।ରମ୍ଭ କରିଛନ୍ତି ।