Home ଅପରାଧ କୁର୍ଲୁଘାଟି ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର ୨ ମୃତ୍ୟୁ ୨ ଗୁରୁତର ।

କୁର୍ଲୁଘାଟି ନିକଟରେ ଭାରସାମ୍ୟ ହରାଇ ଗଛକୁ ପିଟିଲା କାର ୨ ମୃତ୍ୟୁ ୨ ଗୁରୁତର ।

271

ନବରଙ୍ଗପୁର , ୧୮/୦୩/୨୨ ( ଜିଲ୍ଲା ଖବର ) : ନବରଙ୍ଗପୁର ଠାରୁ ଇନ୍ଦ୍ରାବତୀ ମୁଖ୍ୟ ରାସ୍ତା କୁର୍ଲୁଘାଟି ଟିକଟରେ OD 02 AJ 2461 କାର ଭାରସାମ୍ୟ ହରାଇ ଏକ ଗଛରେ ପିଟିହେଵା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଓ ଦୁଇ ଜଣ ଗୁରୁତର ହୋଇ ନବରଙ୍ଗପୁର ମୁଖ୍ୟ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁଯାଇ ଦିଗି ସଲପା ଠାରୁ ଯାତ୍ରା ଦେଖି ନବରଙ୍ଗପୁର ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି ।

ମୃତକ ମାନେ ତେନ୍ତୁଳୀଖୁଣ୍ଟି ବ୍ଲକର ଜଣା ପଡିଛି ।

ନବରଙ୍ଗପୁର ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖବର।