
ବିଜେଡ଼ି ର ଭଂଜନଗର NAC Chairaman ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର ଙ୍କ ଭଞ୍ଜନଗର କୋର୍ଟ ପରିସର ରେ ନିର୍ବାଚନୀ ପ୍ରଚାର ।

ଭଞ୍ଜନଗର କୋର୍ଟ ର ବରିଷ୍ଠ ଓକିଲ ସ୍ୱର୍ଗତ ବାଳକୃଷ୍ଣ ମହାପାତ୍ର ଙ୍କ ସୁପୁତ୍ର
ହେଉଛନ୍ତି NAC Chairaman ପ୍ରାର୍ଥୀ ଗୋପବନ୍ଧୁ ମହାପାତ୍ର ।

ସେ ନିଜ ସପକ୍ଷ ରେ ଭୋଟ ଦେବା ପାଇଁ ସବୁ ଓକିଲ ମାନଙ୍କ ଆଶିର୍ବାଦ ମାଗିଥିଲେ।

ଭଞ୍ଜନଗର କୋର୍ଟ ର ବରିଷ୍ଠ ଓକିଲ ଏମ୍.ତାଜ ଆଦେନି,ରାଜେନ୍ଦ୍ର ପ୍ରସାଦ ପ୍ରଧାନ,ରଞ୍ଜିତ ମିଶ୍ର ,ଅଶୋକ କୁମାର ଗୌଡ଼,ସମତେ ବହୁ ଓକିଲ ପ୍ରଚାର ରେ ସାମିଲ ହୋଇଥିଲେ।


ଭଞ୍ଜନଗର ରୁ ନିରାକାର ସାହୁ ଙ୍କ ରିପୋର୍ଟ ଜିଲ୍ଲା ଖବର ।


