
ଶେରଗଡ଼ , ୧୬/୦୩/୨୨ ( ଜିଲ୍ଲା ଖବର ) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ଶେରଗଡ ବ୍ଲକ କୃଷ୍ଣଛାଈ ପଞ୍ଚାୟତ ରୁ ସରପଞ୍ଚ ଭାବେ ଶ୍ରୀମତି ପ୍ରମିତା ବିଷୋୟୀ ବିଜୟୀ ହେବା ପରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ।


ପୂର୍ବରୁ ସରପଞ୍ଚ ଶ୍ରୀମତି ବିଷୋୟୀ ଙ୍କ ଦଦା ଶଶୁର ରାମଚନ୍ଦ୍ର ବିଷୋୟୀ ୩ ଥର ଏବଂ ବଡ ମା ଶାଶୁ ୨ ଥର ସରପଞ୍ଚ ହୋଈଥିଲେ।


ରାମଚନ୍ଦ୍ର ବିଷୋୟୀ ଙ୍କ ମୃତ୍ୟୁ ପରେ ପ୍ରଥମ ଥର ପାଇଁ ନିଜ ପରିବାରର ପୁତୁରା ବୋହୂ ସରପଞ୍ଚ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଶେରଗଡରୁ ଅଖିଳ କୁମାର ପଟ୍ଟନାୟକ


