Friday, November 13, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧ୍ୟକ୍ଷ ପାଇଁ ହେଲା ପ୍ରତିଦ୍ୱନ୍ଦି।

ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅଧ୍ୟକ୍ଷ ପାଇଁ ହେଲା ପ୍ରତିଦ୍ୱନ୍ଦି।

116

ବୁଗୁଡା ,୧୨/୦୩/୨୨ ( ଜିଲ୍ଲା ଖବର ) : ରାଜ୍ୟରେ ହୋଇଥିବା ପଞ୍ଚାୟତ ସମିତି ନିର୍ବାଚନ ପନ୍ଦର ଦିନ ପୂର୍ବରୁ ଶେଷ ହୋଇ ଫଳାଫଳର ଘୋଷଣା ର ପରେ ଆଜି ସ୍ଥାନୀୟ ବୁଗୁଡ଼ା ସମ୍ମିଳନୀ କକ୍ଷରେ ସମିତିସଭ୍ଯ ଓ ସମିତି ସଭ୍ୟାଙ୍କ ମଧ୍ୟରେ ଅଧ୍ୟକ୍ଷ ଚୟନ ପ୍ରକ୍ରିୟା ଚାଲୁ ରହିଛି।

ବିଜେଡିର ବାଲିପଦର ଗ୍ରାମ ପଞ୍ଚାୟତରୁ ବିଜୟଲାଭ କରିଥିବା ସମିତିସଭ୍ଯା କେ ପ୍ରିୟ ଦର୍ଶନୀ ଆଚାରୀ ଏବଂ

ବିଜେପିର ବିରଞ୍ଚିପୁର ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଅଳକା ନନ୍ଦଙ୍କ ସହ ପ୍ରତିଦ୍ବନ୍ଦିତା ହୋଇଥିବା ଜଣାଯାଇଛି।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଶାନ୍ତିଶୃଙ୍ଖଳା କରିଛନ୍ତି।