Monday, November 16, 2026
Home ଆଞ୍ଚଳିକ ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ।

ପ୍ରଥମ ରାଷ୍ଟ୍ରୀୟ ଲୋକଅଦାଲତ ।

59

ହିଞ୍ଜିଳି କାଟୁ , ୧୨/୦୩/୨୨ ( ଜିଲ୍ଲା ଖବର ) : ହିଞ୍ଜିଳିକାଟୁ ଜେ ଏମ ଏଫ ସି କୋର୍ଟ ପରିସରରେ ପ୍ରଥମ   ରାଷ୍ଟ୍ରୀୟ ଲୋକଅଦାଲତ  ବିଚାରପତି  ଦୀପ୍ତିମୟୀ ସାହୁ  ଙ୍କ ତତୁଧାନରେ  ଅନୁଷ୍ଠିତ ହୋଇଯାଇଛି ।

ଲୋକ ଅଦାଲତ ରେ  ଜେ ଏମ ଏଫ ସି କୋର୍ଟ ର ୧୧ଟି କେଶ ର ଫଇସଲା ହୋଇଥିଲା ।   ହିଞ୍ଜିଳିକାଟୁ ଷ୍ଟେଟବେଙ୍କ ଅଫ ଇଣ୍ଡିଆ ର ଶାଖା ତରଫରୁ  ୫’୪୮.୦୦୦ଟଙ୍କା , ଶିକିରି ଷ୍ଟେଟ ବେଙ୍କ ର ଦୁଇଲକ୍ଷ ଟଙ୍କା , ସାରୁ ଷ୍ଟେଟବେଙ୍କ ର ୧’୨୮୦୦୦ ଟଙ୍କା ଆଦାୟ ହୋଇଥିଲା । ହିଞ୍ଜିଳିକାଟୁ ଷ୍ଟେଟବେଙ୍କ ଶାଖା ପରିଚାଳକ ସତ୍ୟସିସ ପଟ୍ଟନାୟକ , ଫିଲଡ ଅଫିସର ସଂଗୀତା ମହାପାତ୍ର , ଶିକିରି ଷ୍ଟେଟବେଙ୍କ ଶାଖା ପରିଚାଳକ ସୁବ୍ରତ ପାଣିଗ୍ରାହୀ ,  

 ଓକିଲ ସଙ୍ଘ ସଭାପତି ଦ୍ବିତିକୃଷ୍ଣ ସାବତ , ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ , ଷ୍ଟେଟ ବେଙ୍କ ଓକିଲ ରାମଚନ୍ଦ୍ର ମହାପାତ୍ର , ବରିଷ୍ଠ ଆଇନଯିବି ଜଗତ ମୋହନ ସାହୁ  , ମୁକ୍ତିରମ ସାବତ ,   ମାନସ ରଞ୍ଜନ ପାଢ଼ୀ , ସାନ୍ତୁନ ପୋଲାଇ, ପ୍ରୋମଦ ଦଳାଇ , ମହେନ୍ଦ୍ର ପାତ୍ର , ଟୁନା ସେଠି   ସମେତ ସମସ୍ତ ଓକିଲ ଓ କୋର୍ଟ କର୍ମଚାରୀ ମାନେ କାଯ୍ୟକ୍ରମ ରେ ସହଯୋଗ କରିଥିଲେ  ।