
ନବରଙ୍ଗପୁର , ୧୧/୦୩/୨୨। ( ଜିଲ୍ଲା ଖବର ) : ନବରଙ୍ଗପୁର ଜିଲ୍ଳା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି
ଗ୍ରାମ ପଞ୍ଚାୟତରେ ନାଏବ ସରପଞ୍ଚ ନିର୍ବାଚିତ ହୋଇଥିଲା l
ସେଥିରେ ମେଣ୍ଟ୍ରି ଏକ ନଂ ୱାର୍ଡ ମେମ୍ବର ଶ୍ରୀମତୀ ରଶ୍ମିତା ସାହୁ ନାଏବ ସରପଞ୍ଚ ଭାବେ ପକାଇ ଥିବାବେଳେ ନିର୍ଦ୍ଧନ୍ଦ ନିର୍ବାଚିତ ହୋଇଛନ୍ତି ।
ଏଗାର ଗୋଟି ୱାର୍ଡ ସଭ୍ୟ ସମର୍ଥନରେ ନିର୍ବାଚିତ କରାଯାଇଥିବା ସୂଚନା ଦେଇଛନ୍ତି ପଞ୍ଚାୟତ ନିର୍ବାଚନ ଅଧିକାରୀ ।
ନବରଙ୍ଗପୁର ରୁ ବିଷ୍ଣୁ ପ୍ରସାଦ ବିଷୋୟୀ ଙ୍କ ରିପୋର୍ଟ





