
ସାନଖେମୁଣ୍ଡି , ୧୧/୦୩/୨୨। ( ଜିଲ୍ଲା ଖବର ) : ଗୁରୁବାର ସମୟ ୧୧:୦୦ ଘଣ୍ଟ ସମୟରେ ସରକାର ଙ୍କ ନିର୍ଦେଶ ରାଧାଦେଇପୁର ଗ୍ରାମପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ରୂପେ ଡି,ରାକେଶ ପାତ୍ର ଦାୟୀତ୍ୱ ଗ୍ରହଣ କରିଥିଲେ l
ଉକ୍ତକାର୍ଯ୍ୟକ୍ରମ ରେ ରାଧାଦେଇପୁର ଗ୍ରାମପଞ୍ଚାୟତ ର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସତ୍ୟବତ ସାମାତସିଂହ ସମେତ ସମସ୍ତ ୱର୍ଡ ସଭ୍ୟା ସଭ୍ୟ ସହ ଅନେକ ସହଯୋଗୀ କର୍ମୀ ଉପସ୍ଥିତ ଥିଲେ ।
ଆଜିର ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟନିର୍ବାହୀ ଅଧିକାରୀ ସମସ୍ତ ଯୋଜନା ତଥା ପଞ୍ଚାୟତ ର ଉନ୍ନୟନ ମୂଳକ କାର୍ଯ୍ୟ ର ସଫଳରୂପାୟନ କରିବା ଉପରେ ଆଲୋକପାତ କରାଇଥିଲେ l
ଏହାପରେ ସରପଞ୍ଚ ଡି,ରାକେଶ ପାତ୍ର ଆଗାମୀ ଦିନରେ ରାଧାଦେଇପୁର ପଞ୍ଚାୟତକୁ କିଭଳି ସରସ ସୁନ୍ଦର ଓ ଏକ ବିକଶିତ
ପଞ୍ଚାୟତରେ ପରିଣତ କରିବା ସହ କେଉଁ କେଉଁ ଉନ୍ନତି ମୂଳକ
କାର୍ଯ୍ୟକ୍ରମ କୁ ହାତକୁ ନେଇ ସାଧାରଣ ଜନତା ଙ୍କ ଆସ୍ଥାଭାଜନ ହୋଇପାରିବ ତା ଉପରେ






