
ହିଞ୍ଜିଳି କାଟୁ , ୧୧/୦୩/୨୨ (ଜିଲ୍ଲା ଖବର ) : ହିଞ୍ଜିଳି କାଟୁ ବ୍ଲକ ଅନ୍ତର୍ଗତ ଖରିଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରନ୍ତି ।
ଗୌରବ ପାତ୍ର.କିନ୍ତୁ ତାଙ୍କ ସ୍ତ୍ରୀ ରୀନା ରେଡ୍ଡୀ ୧୦ ଟା ରୁ ୪ ଟା ପର୍ଯ୍ୟନ୍ତ ବିଦ୍ୟାଳୟ ହତାରେ ରୁହନ୍ତି ।
ତା ସହିତ ଷ୍ଟାଫ୍ କାର୍ଯ୍ୟାଳୟରେ ମଧ୍ୟ ଅଧିକାଂଶ ସମୟ ବସିଥାନ୍ତି । ସ୍ୱାମୀ କରୁଛନ୍ତି ଚାକିରୀ କିନ୍ତୁ ସ୍ତ୍ରୀ ସ୍କୁଲରେ ତାଙ୍କୁ ଜଗି ରହିବା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ଭିଡ଼ିଓ ସୋଇଆଲ ମିଡ଼ିଆ ରେ ଘୁରି ବୁଲୁଥିବା ଖବର ପାଇ ସେଇ ସ୍କୁଲର ପ୍ରଧାନ ଶିକ୍ଷକ ଙ୍କ ଆଦେଶ କର୍ମେ ସାମ୍ବାଦିକ ଭାଇ ଭିଡ଼ିଓ ସୁଟିଙ୍ଗ କରୁଥିଲେ ।
ସେଇ ସମୟରେ ସେଇ ସ୍କୁଲର ଶିକ୍ଷୟତ୍ରୀ ଆସି ଭିଡ଼ିଓ ନ ନେବା ପାଇଁ ବାରଣ କରିଥିଲେ ଏହା ସାମ୍ବାଦିକ ର ବୁମ ଫୋଫାଡ଼ି ବା ମଧ୍ୟ୍ୟ କହିଥିଲେ ଯାହା କି ସୋସିଆଲ ମିଡିଆରେ ଘୁରି ବୁଲୁ ଥିବାର ଦେଖିବାକୁ ମିଳିଛି ।
ଏହା ର ସତ୍ୟତା ତଦନ୍ତ ପାଇ ପ୍ରୀତି ସାହୁ ସହିତ ଯୋଗାଯୋଗ କରିବାରୁ ସେ ଉଚ ସ୍ୱର କହିଛନ୍ତି ।






