
ନୂଆଦିଲ୍ଲୀ , ୧୧/୧୨ ; ଔଷଧୀୟ ଉତ୍ପାଦନ ନିୟାମକ କ୍ଷେତ୍ରରେ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ଏବଂ ସାଉଦୀ ଖାଦ୍ୟ ଓ ଔଷଧ ପ୍ରାଧିକରଣ ମଧ୍ୟରେ ବୁଝାମଣାକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ପିଛିଲା ଭାବେ ଅନୁମୋଦନ କରିଛନ୍ତି । ଅକ୍ଟୋବର ୨୯, ୨୦୧୯ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସାଉଦୀ ଆରବ ଗସ୍ତ ଅବସରରେ ଏହି ବୁଝାମଣା ସ୍ଵାକ୍ଷରିତ ହୋଇଥିଲା ।
ଲାଭ:
ଏହିବୁଝାମଣାଦ୍ଵାରାନିୟାମକଦୃଷ୍ଟିରୁଦୁଇପକ୍ଷମଧ୍ୟରେଉତ୍ତମବୁଝାମଣାରହିବାସହିତସାଉଦୀଆରବକୁଔଷଧୀୟଉତ୍ପାଦରପ୍ତାନିବୃଦ୍ଧିରେଭାରତକୁସହାୟକମିଳିବ।ଏହାମଧ୍ୟଅନ୍ତରାଷ୍ଟ୍ରୀୟସ୍ତରରେଉତ୍ତମସମନ୍ଵୟରକ୍ଷାକରିବାଦିଗରେସହାୟକହେବ।



