
ଶେରଗଡ , ୦୫/୦୩/୨୨ (ଜିଲ୍ଲା ଖବର ) : ଆଜି ବିଜୁ ବାବୁଙ୍କ ୧୦୬ ତମ ଜନ୍ମ ଦିବସ ସାରା ରାଜ୍ୟ ପାଳନ କରୁଥିବା ବେଳେ,
ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଠାରେ ମଧ୍ୟ ପାଳିତ ହୋଇଯାଇଛି |

ଶେରଗଡ଼ ବ୍ଲକ ର ସମସ୍ତ ନବ ନିର୍ବାଚିତ ଏବଂ ବରିଷ୍ଟ ନେତୃମଣ୍ଡଳୀ ଙ୍କ ଉପସ୍ଥିତି ରେ ପାଳିତ ହୋଇଯାଇଛି |

ବ୍ଲକ ସଭାପତି ଶରତ ପାତ୍ର, ଯୁବ ସଭାପତି ସନ୍ତୋଷ ପଟ୍ଟନାୟକ, ଦିଗାମ୍ବର ନାହାକ, ହୀନ ବେହେରା, ହୂର୍ଶୀ ପାଢ଼ୀ, ବିପିନ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

ଶେରଗଡ଼ରୁ ଅଖିଳ କୁମାର ପଟ୍ଟନାୟକ ରିିପୋର୍ଟ ଜିଲ୍ଲା ଖବର ।


