Wednesday, November 11, 2026
Home ଆଞ୍ଚଳିକ ଧର୍ମଶାଳା ବ୍ଲକରେ ତିନି ବୁଥରେ ସାନି ମତ ଦାନ ।

ଧର୍ମଶାଳା ବ୍ଲକରେ ତିନି ବୁଥରେ ସାନି ମତ ଦାନ ।

97


ଯାଜପୁର , ୨୩/୦୨/୨୨ (ଜିଲ୍ଲା ଖବର ) : ତ୍ରୀସ୍ଥରୀୟ ପଞ୍ଚାୟତ ନିର୍ବାଚନ ଆଜି ସାନି ମତଦାନ I ପ୍ରଥମ ପର୍ଯ୍ୟାୟ ରେ ଯାଜପୁର ରେ ଦୁଇଟି ବ୍ଲକ ସାମିଲ ଥିଲା I

ସେଥିରେ ଧର୍ମଶାଳା ରେ ଦୁଇଟି ପଞ୍ଚାୟତରେ ନିର୍ବାଚନୀ ହିଂସା ଯୋଗୁ ଦେଓଦା ପଞ୍ଚାୟତ ୬ , ୭ ନମ୍ବର ବୁଥ ଓ ଅରାବଳ ପଞ୍ଚାୟତର ୮ ନମ୍ବର ବୁଥ ରେ ନିର୍ବାଚନ ବନ୍ଦ ରହିଥିଲା I

ତାହା ଆଜି ସାନି ମତଦାନ କରାଯାଉଥିବା ବେଳେ ପ୍ରଶାସନ ପକ୍ଷରୁ କଡା ସୁରକ୍ଷା ବଳୟ ଭିତରେ ସାନ୍ତିଶୃଙ୍ଖଳା ସହିତ ମତଦାନ ଚାଲିଥିବା ଦେଖିବାକୁ ମିଳିଛି I

ଦୁଇଟି ବୁଥ ର ମତଦାତା ମାନେ ଧାଡ଼ିକରୀ ବୁଥ ଭିତରକୁ ଯାଇ ମତଦାନ କରି ଫେରୁଛନ୍ତି I

ବୁଥ ବାହାରେ ପୋଲିସରେ କଡା ପହରା ଯୋଗୁଁ ମତଦାତାଙ୍କୁ ଛାଡି ବାହାର ଲୋକଙ୍କୁ ପ୍ରବେଶ କରାଯାଉଥିବା ଦେଖିବାକୁ ମିଳିଛି I ବାହାର ପରିବେଶ ଶାନ୍ତି ଶୃଙ୍ଖଳା ସହିତ ଚାଲିଛି ମତଦାନ l

ଯାଜପୁର ଜିଲ୍ଲା ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ନିୟୁଜ l