Monday, November 16, 2026
Home ଆଞ୍ଚଳିକ ରାଜନୀତି ତାତି ରେ ଦୁଲୁକି ଉଠୁଛି ଆସ୍କା ନିର୍ବାଚନ ମଣ୍ଡଳୀ !

ରାଜନୀତି ତାତି ରେ ଦୁଲୁକି ଉଠୁଛି ଆସ୍କା ନିର୍ବାଚନ ମଣ୍ଡଳୀ !

102


ଆସ୍କା , ୨୧/୦୨/୨୨ (ଜିଲ୍ଲା ଖବର ) : ଆସ୍କା ନିର୍ବାଚନ ମଣ୍ଡଳୀ ରେ ୪ ନଂ ଜୋନ ବରଗାଁ ଗ୍ରାମ ପଞ୍ଚାୟତ ରେ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀନି ଶ୍ରୀ ସୌଦାମିନି ନାହାକ ,ସରପଞ୍ଚ ପ୍ରାର୍ଥୀନି ଶ୍ରୀମତି ମମତା ବେହେରା (ଖୋଲା ବହି ଚିହ୍ନ) ଓ ସମିତି ସଭ୍ୟା ପ୍ରାର୍ଥୀନି ଶ୍ରୀମତି ତ୍ରିବେଣୀ ନାହକ (କେଟିଲି ଚିହ୍ନ) ଙ୍କ ପାଇଁ ।

ପଞ୍ଚାୟତର ସର୍ବାଙ୍ଗୀନ ବିକାଶ ପଥକୁ ଆଗେଇ ନେବା ଓ ନବୀନ ବାବୁଙ୍କ ନୀତି ନିର୍ଦ୍ଦେଶ ଯୋଜନାକୁ

ଲୋକଙ୍କ ପାଖରେ ପହଞ୍ଚାଇବା ଆମର ମୂଳ ଲକ୍ଷ କହି ଭୋଟ ଭିକ୍ଷା କରୁଛନ୍ତି ।

ଆସ୍କା ବିଧାୟିକା ଶ୍ରୀମତି ମଞ୍ଜୁଳା ସ୍ୱାଇଁ ଗଞ୍ଜାମ ଜୋନ ବିଜେଡି ସଭାପତି ଶ୍ରୀ ନଚିକେତା ସ୍ୱାଇଁ ,

ଆସ୍କା ଯୁବ ନଗର ସଭାପତି ଜିତେନ୍ଦ୍ର ମହାରଣା , ଆସ୍କା ବ୍ଲକ୍ ସଭାପତି ରାଜେଶ ପଟ୍ଟନାୟକ ,

ଆସ୍କା ଛାତ୍ର ନଗର ସଭାପତି ନିଗମା ନନ୍ଦ ରାଉତ ବହୁ ନେତା ଓ କର୍ମୀ ଙ୍କ ସହ ପ୍ରଚାର କରିଥିଲେ ।