Monday, November 16, 2026
Home ଆଞ୍ଚଳିକ ନିର୍ବାଚନୀପ୍ରଚାର ଜିଲ୍ଲାପରିଷଦଜୋନ୍-୩ ।

ନିର୍ବାଚନୀପ୍ରଚାର ଜିଲ୍ଲାପରିଷଦଜୋନ୍-୩ ।

84

ଆସିକା , ୧୮/୦୨/୨୨ (ଜିଲ୍ଲା ଖବର ) : ଆସିକା ବ୍ଳକ ତିନି ନମ୍ବର ଜୋନର ସର୍ବାଙ୍ଗୀନ ବିକାଶ ପାଇଁ ବିଜୁ ଜନତା ଦଳର ପ୍ରୀର୍ଥୀ ହୋଇଥିବା ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ମନୋଜ କୁମାର ଦୋରାଙ୍କ ପାଇଁ ଆଜି ଆସିକାର ସମ୍ମାନୀୟ ବିଧାୟିକା ଶ୍ରୀମତୀ ମଞ୍ଜୁଳା ସ୍ୱାଇଁ ମହୋଦୟା ଆଦେଶ କର୍ମେ କାଳଷଣ୍ଢପୁର ଗ୍ରାମ ପଞ୍ଚାୟତର ସମସ୍ତ ଗ୍ରାମରେ ମାରାଥନ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି ।

    ଆଜିର ଏହି ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ରେ ବି ମୋନାଜ କୁମାର ଦୋର ଙ୍କ ସହିତ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା , ଜିଲ୍ଲା ଉପସଭାପତି ଶ୍ରୀ ଦିଲ୍ଲୀପ ପ୍ରାଣିଗ୍ରାହୀ, ସମାଜସେବୀ  ବିଜୁ ଯୁବ ନେତା କାଳୁ ଚରଣ ପାତ୍ର,ବରିଷ୍ଠ ନେତୃବୃନ୍ଦ ଯୁବ ଛାତ୍ର ମହିଳା ନେତୃବୃନ୍ଦ ମାନେ ଉପସ୍ଥିତ ରହି ଜିଲ୍ଲା ପରିଷଦ ସଭ୍ୟ ଓ ଦଳୀୟ  ସମର୍ଥିତ ସରପଞ୍ଚ, ପାର୍ଥି ଜୟନ୍ତି ବେହେରା ମାଛ ଚିହ୍ନ ସମିତି ସଭ୍ୟା ଭବାନୀ ନାୟକ ଷ୍ଟଲୁ ଚିହ୍ନ ମାନଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ ।


ସତ୍ୟନାରାୟଣ ପଣ୍ଡା , ଅଜୟ କୁମାର ସେଠୀ, ବିଷ୍ଣୁ ପ୍ରସାଦ ପଣ୍ଡା,ପ୍ରଫୁଲ୍ଲ ପାତ୍ର, ଗଣେଶ ପାତ୍ର,କାଳିଆ ସେଠୀ,ଟୁକୁନା ନାହାକ,ରାମନାଥ ସାହୁ,କଂଗ୍ରେସ ସେଠୀ,ବୁଲୁ ସ୍ୱାଇଁ,ଅରୁ ପାଣିଗ୍ରାହୀ,କାଳୁଚରଣ ପାତ୍ର,ସମୀର ବେହେରା,ଅମର ବିଶ୍ବାଳ,
ବିଜୟ ବିଶ୍ବାଳ,ମନୋଜ କୁମାର ଗୌଡ଼,ଆଦିକନ୍ଦ ନାହାକ,ସୁରେନ୍ଦ୍ର ଗୌଡ଼,ବାପିନା ଜେନା,କାଳିଆ ଗୌଡ଼ ଯୋଗ ଦେଇଥିଲେ।