
ବେଗୁନିଆପଡା , ୧୫/୦୨/୨୨ (ଜିଲ୍ଲା ଖବର ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଲାଗି ଉଠୁଛି ପଡୁଛି ଗାଁ ।
ଭୋଟର ଙ୍କୁ ମନାଇବାକୁ ଭିନ୍ନ ଭିନ୍ନ ଢଙ୍ଗରେ ନେତା କରୁଛନ୍ତି ପ୍ରଚାର।

ଏହିପରି ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ମର୍ଦମେଖ ପଞ୍ଚାୟତ ରେ ଦେଖିବାକୁ ମିଳିଛି ଜୋର ସୋର ପ୍ରଚାର । ପ୍ରାଥୀ ପ୍ରାଥୀନି ମାନେ ନିଜ ନିଜ ଚିହ୍ନ ର ପ୍ରଚାର କରୁଛନ୍ତି ।

ଏହି ପଞ୍ଚାୟତରେ ସରପଞ୍ଚ ପାର୍ଥୀନୀ ମଞ୍ଜୁଳା ମେହେଣା ଓ ସମିତି ସଭ୍ୟ ସୁଧାକର ପ୍ରଧାନ ନିଜ ନିଜ ସମର୍ଥକଙ୍କ ସହ ଆଜି ଦିଗୀ ଗ୍ରାମରେ ପ୍ରଚାର କରିଥିବାବେଳେ

ଆସନ୍ତା ୨୪ ତାରିଖରେ ହେବାକୁ ଥିବା ନିର୍ବାଚନ କିଭଳି ନବୀନ ପଟ୍ଟନାୟକ ଙ୍କ ଉର୍ନୟନ ମୂଳକ କାର୍ଯ୍ୟ କରିଛନ୍ତି ସେଇ ବିଷୟରେ କହି ଭୋଟ ଭିକ୍ଷା କରିଥିଲେ ।


