Home ଆଞ୍ଚଳିକ ଯାଜପୁର ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସାଶନ ପ୍ରସ୍ତୁତ l

ଯାଜପୁର ଜିଲ୍ଲା ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସାଶନ ପ୍ରସ୍ତୁତ l

73

ଯାଜପୁର , ୧୫/୦୨/୨୨ (ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକରେ ପ୍ରଥମ ପର୍ଯ୍ୟାୟରେ ୬୩୭ ବୁଥରେ ହେବା କୁ ଯାଉଛି ମତଦାନ l

ଏନେଇ ଧର୍ମଶାଳା ମହାବିଦ୍ୟାଳୟ ରେ ଚାଲିଛି ଜୋର ପ୍ରସ୍ତୁତି l ଏଥି ପାଇଁ ସମସ୍ତ ପ୍ରଶାସନ ଅଧିକାରୀ ସମସ୍ତ ପୋଲିସ ଅଧିକାରୀ, ଭୋଟ ଦେବା ବାକ୍ସ ବାଲଟ ପେପର ସମସ୍ତଙ୍କୁ ଦେବା ପାଇଁ ମାଇକରେ ଡକାଯାଇ ଶୃଙ୍ଖଳା ସହିତ ଦିଆଯାଇଥିଲା l

ଏହିଠାରୁ ବ୍ଲକର ସମସ୍ତ୍ ବୁଥକୁ ଯିବେ ପ୍ରିଜାଇଡିଂ ଅଫିସର ସହିତ ଅନ୍ୟ କର୍ମଚାରୀ ତେବେ କିଭଳି ପ୍ରସାଶନ ପ୍ରସ୍ତୁତି ଅଛି ଆସନ୍ତୁ ଶୁଣିବା ।

ଯାଜପୁର ଧର୍ମଶାଳାରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲାଖବର ନିୟୁଜ l