Home Uncategorized ଗାଁ ଗାଁରେ ଜୋର ଧରିଛି ପ୍ରଚାର ।

ଗାଁ ଗାଁରେ ଜୋର ଧରିଛି ପ୍ରଚାର ।

6

କାଳଷଣ୍ଢପୁର , ୧୫/୦୨/୨୨ (ଜିଲ୍ଲା ଖବର ) : କାଳଷଣ୍ଢପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ଅହଲ୍ୟା ନାୟକଙ୍କୁ ଖୋଲାବହି ଚିହ୍ନରେ ଓ

ସମିତି ସଭ୍ୟା ପ୍ରାର୍ଥିନୀ ଶ୍ରୀମତୀ ଶାନ୍ତିଲତା ସେଠି ଙ୍କୁ ବସ୍ ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ଘର ଘର ବୁଲି ଭୋଟ ନିବେଦନ କରିଛନ୍ତି।

କାଳଷଣ୍ଢପୁର ସର୍ବାଙ୍ଗୀନ ଉନ୍ନତି ପାଇଁ ପଞ୍ଚାୟତରେ ପାଣି ସମସ୍ୟା ,ନୂଆଗାଁ କୁ ରାଜସ୍ବ ଗ୍ରାମ,ବାର୍ଦ୍ଧକ୍ୟ ଭତ୍ତା,ଆବାସ ଯୋଜନା କରି ଲୋକଙ୍କ ସୁଖଦୁଃଖ ରେ ଭାଗ ନେବୁ ବୋଲି ପ୍ରତିଶ୍ରୁତି ଦେଉଛନ୍ତି।

ଆପଣ ମାନଙ୍କ ସହଯୋଗରେ ଆମ ନିଷ୍ପତ୍ତି ଗୁଡିକ ସଫଳ ହେବ। ଏହି ସବୁ ଅସୁବିଧାକୁ ପୁରଣ କରିବା ଆମର ଲକ୍ଷ।