Wednesday, November 11, 2026
Home ଆଞ୍ଚଳିକ ରୁଗୁମ ପଞ୍ଚାୟତରେ ଜୋରଦାର ପ୍ରଚାର ।

ରୁଗୁମ ପଞ୍ଚାୟତରେ ଜୋରଦାର ପ୍ରଚାର ।

72

ଧରାକୋଟ , ୧୪/୦୨/୨୨ (ଜିଲ୍ଲା ଖବର ) : ଧରାକୋଟ ବ୍ଲକ ଅନ୍ତର୍ଗତ ରୁଗୁମ ଗ୍ରାମ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥିନୀ ଶ୍ରୀମତୀ ଗୀତାଞ୍ଜଳୀ ସ୍ୱାଇଁ ଙ୍କୁ ଖୋଲାବହି ଚିହ୍ନରେ ମୋହର ମାରି ଜୟଯୁକ୍ତ କରିବା ପାଇଁ ପ୍ରାର୍ଥି ଓ ପ୍ରାର୍ଥିନୀ ଦୁହେଁ ଘର ଘର ବୁଲି ଭୋଟ ନିବେଦନ କରୁଛନ୍ତି।

ଗ୍ରାମର ଉନ୍ନତି ପାଇଁ ଗ୍ରାମବାସୀ ମାନେ ଜଣେ ଯୋଗ୍ୟ ଶିକ୍ଷିତ ଉପଯୁକ୍ତ ନିର୍ଭରଯୋଗ୍ୟ ପ୍ରାର୍ଥିକୁ ଚୟନ କରିଛନ୍ତି ।

ରୁଗୁମ ଗ୍ରାମ ଶାସନର ବିକାଶ ଓ ଉନ୍ନତି ପାଇଁ ଆମେ ସଂକଳ୍ପ ବଧ ।ଦୁର୍ନୀତି ଭ୍ରଷ୍ଟାଚାରକୁ ହଟାଇବା ଆମର ଲକ୍ଷ୍ୟ ।

ସେ ଆମ ପଞ୍ଚାୟତକୁ ଆସିଲେ ନିଶ୍ଚୟ ଆମ ଗ୍ରାମର ବିକାଶ ହବ ବୋଲି ପଞ୍ଚାୟତ ବାସୀ ମତବ୍ୟକ୍ତ କରିଛନ୍ତି ।