
ଶେରଗଡ଼, ୧୪/୦୨/୨୨ (ଜିଲ୍ଲା ଖବରକାଗଜ) : ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ମାରାଥନ ପ୍ରଚାର ।
ଆଉ ଦୁଇ ଦିନ ପରେ ଅନୁଷ୍ଠିତ ହେବ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ,

ପ୍ରଚାର ପାଇଁ ହାତରେ ଆଉ ଏକ ଦିନ ବାକି ଥିବା ବେଳେ ପ୍ରଚାର ସରଗରମ ହେଉଥିବା ଦେଖିବା ପାଇଁ ମିଳିଛି। ଏହି ପ୍ରଚାର ପରିପ୍ରେକ୍ଷୀରେ ଆଜି ଶେରଗଡ ବ୍ଲକ ତାକରଡା

ପଞ୍ଚାୟତ ରେ ସରପଞ୍ଚ ପ୍ରାର୍ଥୀ ରାଜେନ୍ଦ୍ର ସେଠି ଓ

ସମିତି ସଭ୍ୟ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ନାୟକ ନିଜର ଶହ ଶହ ସମର୍ଥକ ଙ୍କୁ ନେଈ ସମଗ୍ର ପଞ୍ଚାୟତ ରେ ପଦଯାତ୍ରା କରିଛନ୍ତି।


