Monday, November 16, 2026
Home ଆଞ୍ଚଳିକ ଶେରଗଡ ବ୍ଳକ ର ବନ୍ଧାଗୁଡା ପଞ୍ଚାୟତ ରେ ଜୋର ଧରିଛି ପ୍ରଚାର।

ଶେରଗଡ ବ୍ଳକ ର ବନ୍ଧାଗୁଡା ପଞ୍ଚାୟତ ରେ ଜୋର ଧରିଛି ପ୍ରଚାର।

59

ଶେରଗଡ଼ , ୧୪/୦୨/୨୨ ( ଜିଲ୍ଲା ଖବର ) : ଶେରଗଡ଼ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ପ୍ରଚାର ଜୋର ଧରିଛି।ପ୍ରାର୍ଥୀ ଏବେ ଘରକୁ ଘର ବୁଲି ଲୋକଙ୍କ ସହ ମିଶୁଛନ୍ତି।ଲୋକଙ୍କ ସୁଖ ଦୁଃଖର ସାଥି ହେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି।ପଞ୍ଚାୟତ କଣ ବିକାଶ ଆବଶ୍ୟକ ସେମାନେ ନିର୍ବାଚିତ ହେବା ପରେ ସେ ସବୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି।

ପ୍ରତି ଦିନ ଏପଟେ ସବୁ ପ୍ରତି ଘର ଘର ଆସି ଭୋଟ୍ ଭିକ୍ଷା କରୁଥିବା ବେଳେ ଲୋକେ ଏବେ ନିରବ ରହି ପ୍ରତ୍ୟେକ ପ୍ରାର୍ଥୀ ପାରୁଖୁ ଛନ୍ତି।

ଆଉ ଠିକ ପ୍ରାର୍ଥୀ ନିର୍ବାଚନ ରେ ଭୋଟ୍ ଦେବେ ବୋଲି କହିଛନ୍ତି।
ଏପରି ସ୍ଥଳ ରେ ବନ୍ଧାଗୁଡା ପଞ୍ଚାୟତର ରାଜ ନୀତି ଜୋର ଧରିଛି।

ଖୋଲା ବହି ଓ କେଟିଲି ଚିହ୍ନ ପାଇଁ ପ୍ରଚାର କରୁଛନ୍ତି ଦୁଇଟି ଯାକ ପ୍ରାର୍ଥୀନୀ।