Wednesday, November 11, 2026
Home ଆଞ୍ଚଳିକ ଶେରଗଡ ବ୍ଳକ ର ଶେରଗଡ ପଞ୍ଚାୟରେ ଜୋର ଧରିଛି ପ୍ରଚାର।

ଶେରଗଡ ବ୍ଳକ ର ଶେରଗଡ ପଞ୍ଚାୟରେ ଜୋର ଧରିଛି ପ୍ରଚାର।

94


ଶେରଗଡ଼ , ୧୩/୦୨/୨୨ (ଜିଲ୍ଲା ଖବର ) : ଶେରଗଡ ବ୍ଲକ ର ବିଭିନ୍ନ ପଞ୍ଚାୟତରେ ପ୍ରଚାର ଜୋର ଧରିଛି ।

ପ୍ରାର୍ଥୀ ଘରକୁ ଘର ବୁଲି ଲୋକଙ୍କ ସହ ମିଶୁଛନ୍ତି । ଲୋକଙ୍କ ସୁଖ ଦୁଃଖର ସାଥି ହେବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି।

ପଞ୍ଚାୟତ କଣ ବିକାଶ ଆବଶ୍ୟକ ସେମାନେ ନିର୍ବାଚିତ ହେବା ପରେ ସେ ସବୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।

ପ୍ରତି ଦିନ ଏପଟେ ସବୁ ପ୍ରତି ଘର ଘର ଆସି ଭୋଟ୍ ଭିକ୍ଷା କରୁଥିବା ବେଳେ ଲୋକେ ଏବେ ନିରବ ରହି ପ୍ରତ୍ୟେକ ପ୍ରାର୍ଥି ପାରୁଖୁ ଛନ୍ତି । ଆଉ ଠିକ ପ୍ରାର୍ଥି ନିର୍ବାଚନରେ ଭୋଟ୍ ଦେବେ ବୋଲି କହିଛନ୍ତି।


ଏପରି ସ୍ଥଳ ରେ ଶେରଗଡ ପଞ୍ଚାୟତ ରାଜ ନୀତି ଜୋର ଧରିଛି । ସୂର୍ଯ୍ୟ ଚିହ୍ନ ପାଇଁ ପ୍ରଚାର କରୁଛନ୍ତି ସରପଞ୍ଚ ପ୍ରାର୍ଥିନୀ ।