Home ଅପରାଧ ମହିଳା ସନ୍ଦେହ ଜନକ ମୃତ୍ୟୁ ।

ମହିଳା ସନ୍ଦେହ ଜନକ ମୃତ୍ୟୁ ।

68

ଯାଜପୁର , ୧୨/୦୨/୨୨ ( ଜିଲ୍ଲା ଖବର ) : ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଉତରପ୍ରତାପ ପୁର ପଞ୍ଚାୟତ ନିଳକଣ୍ଠପୁର ଗ୍ରାମରେ ଥିବା

କାଜୁ ବଣରୁ ଏକ ମହିଳାଙ୍କ ମୃତ୍ୟୁ ଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି, ଏହା ହତ୍ୟା ନା ଆତ୍ମହତ୍ୟା ସଂଧେୟ ଘେରରେ,

ଉକ୍ତ ମହିଳାଙ୍କ ପରିଚୟ ସେଇ ଥାନା ଅନ୍ତର୍ଗତ ପାଟପୁର ମିର୍ଯାପୁର ଗ୍ରାମର ବାବୁଲି ଦାସ୍ ଙ୍କ ସ୍ତ୍ରୀ ମନୋରମା ଦାସ ବୋଲି ଜଣାପଡିଛି,

ସେ ଘରୁ ତିନି ଦିନ ହେଲା ରାଗି ଆସିଥିବା ପରିବାର ଲୋକେ କହିଛନ୍ତି l ଧର୍ମଶାଳା ପୋଲିସ ପହଂଚି ତଦନ୍ତ ଜାରି ରଖିଛି l

ଯାଜପୁର ଧର୍ମଶାଳା ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର ।