Home ଆଞ୍ଚଳିକ ଶାସକ ଦଳ ମାନେ ସାମ୍ବାଦିକ ମାନଙ୍କୁ ଧମକ ଦେଲେ, ଅପବ୍ୟବହାର କଲେ, ମୋବାଇଲ ଛଡାଇନେଲେ ।

ଶାସକ ଦଳ ମାନେ ସାମ୍ବାଦିକ ମାନଙ୍କୁ ଧମକ ଦେଲେ, ଅପବ୍ୟବହାର କଲେ, ମୋବାଇଲ ଛଡାଇନେଲେ ।

368

ନବରଙ୍ଗପୁର , ୦୮/୦୨/୨୨ (ଜିଲ୍ଲା ଖବର ) : ଏଭଳି ଘଟଣା ଦେଖିବାକୁ ମିଳିଚି ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ମଇଦଳ ପୁର ଅଂଚଳ ଜନ ନମ୍ବର ୨ ରେ, ଶାସକ ଦଳ ଭୋଟ ହାତଇବା ପାଇଁ ବଂ ବିଭିନ୍ନ ଉପାୟ କରୁଛି ଏମିତି କି ଟଙ୍କା, ଶାଡି ବାଣ୍ଟିବା, ଗୁଣ୍ଡା ଗରଦୀ କରିବା, ହତ୍ୟା ଧମକ କରିବା ଓ କୋଭିଡ ନିୟମ କୁ ସମ୍ପୂର୍ଣ ରୂପେ ଉଲଂଘନ କରିବା ଏଭଳି କାଣ୍ଡ ଏହି ଅଂଚଳ ରେ ଶାସକ ଦଳ ର ବଡ ନେତା ଙ୍କ ଉପସ୍ଥିତି ରେ କରିଆସୁଛନ୍ତି, ସେମାନେ ଶାସକ ଦଳ ହୋଇଥିବାରୁ ଲୋକଙ୍କୁ ହତ୍ୟା କଲେ ମଧ୍ୟ ମାପ, ସୂଚନା ଥାଉକି  ଆଜି ବିଜେଡି ଦଳ ତରଫରୁ ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ବାବାଜୀଗୁଡା ଓ ଚନ୍ଦ୍ରପୁର ନିକଟରେ ଏକ ଶୋଭାଆୟୋଜନ କୋରାଯଇଥିଲା ।

ଖବର ସଂଗ୍ରହ ନିମନ୍ତେ ସାମ୍ବାଦିକ ମାନେ ଯାଇଥିଲେ ସେଠାରେ ଦେଖିବାକୁ ପାଇଥିଲେ ବିଜେଡି ଦଳ ଭୋଟ ସଂଗ୍ରହ କରିବାପାଇଁ ସାଧାରଣ ଲୋକଙ୍କୁ ଟଙ୍କା ଓ ଶାଡି ବଣ୍ଟନ କରୁଥିଲେ, ଉକ୍ତ ଘଟଣା କୁ ସାମ୍ବାଦିକ ମାନେ ନଁ ନିଜର ଫୋନ ମାଧ୍ୟମରେ କୋଏଦ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଶାସକ ଦଳର ଜିଲ୍ଲା ଯୁବସଭାପତି ଶିବାନନ୍ଦ ବିଷୋୟୀ ବଡଖବର ସାମ୍ବାଦିକ ଙ୍କ ଠୁ ମୋବାଇଲ ଛଡାଇ ନେଲେ ଏବଂ ଦୁର୍ବ୍ୟବହାର କରି ଗାଳି ଗୁଲଜ କଲେ ଓ ତାଙ୍କ ସାଥିରେ ଥିବା ସମସ୍ତ ଲୋକ ମଧ୍ୟ ଆମ ସାମ୍ବାଦିକ ମାନଙ୍କୁ ଗାଳିଗୁଲଜ କରି ଦ୍ୱିତୀୟ ସମୟରେ ଜୀବନ ରେ ମାରିଦେବୁ ବୋଲି ଚେଲା ମାନେ ଧମକ ଦେଇଛନ୍ତି, ଉକ୍ତ ଘଟଣା କୁ କେନ୍ଦ୍ରକରି ବିଭିନ୍ନ ମହଲରେ ଶାସକ ଦଳ କୁ ଛି ଛାକର କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି, ଅନ୍ୟପକ୍ଷେ ସାମ୍ବାଦିକ ମାନେ ଏକ ଲିଖିତ ଅଭିଯୋଗ ଥାନାରେ ଦେବେ ବୋଲି   ନିଷ୍ପତି ନେଇଛନ୍ତି କାରଣ ସାମ୍ବାଦିକ ମାନଙ୍କ ଜୀବନ ପ୍ରତି ଭୟ ଥିଲା
ନବରଙ୍ଗପୁରରୁ ବିଷ୍ଣୁ ପ୍ରଶାଦ ବିଷୋୟୀ ଙ୍କ ରିପୋର୍ଟ ଜିଲ୍ଲା ଖଵର