
ବ୍ରହ୍ମପୁର , ୦୫/୦୨/୨୨ (ଜିଲ୍ଲା ଖବର ) : ନୂଆ ବାଉଷ୍ଟାଣ୍ଡ ଠାରୁ ମେଡିକାଲ ଯିବା ପାଇଁ ମୁଖ୍ୟ ଗେଟ ଦୁଇ ପାଶ୍ୱରେ ଯେଉଁ ଦୁଇ ଚକିଆ ଗାଡି ଯିବା ରାସ୍ତା ଏବେ ସମ୍ପୂର୍ଣ ଭାଙ୍ଗି ଯାଇଛି ।

ବଡ ବଡ଼ ଖାଲ ହୋଇ ଛି ସିମେଣ୍ଟ ପ୍ଲେଟ ଗୁଡିକ ଭାଙ୍ଗି ଯାଇଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ସହ ସହ ଲୋକ ଯିବା ଆସିବା କରନ୍ତି । ଲୋକଙ୍କୁ ଅସୁବିଧା ହେଉଛି । ବହୁ ସମୟରେ କିଛି ନା କିଛି ଦୁର୍ଘଟଣା ହେଉ ଥିବା ଦେଖିବାକୁ ମିଳିଛି୍ ।

ତେଣୁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ଏହି ରାସ୍ତାକୁ ମରାମତି କରିବା ପାଇଁ ଅନୁରୋଧ କରିଛନ୍ତି ।
ବ୍ରହ୍ମପୁରରୁ କୁନା ମିଶ୍ର ଙ୍କ ରିପୋର୍ଟ ଜିଲ୍ଲା ଖବର ।


