
ବ୍ରହ୍ମପୁର , ୩୧/୦୧/୨୨ (ଜିଲ୍ଲା ଖବର ) : ବ୍ରହ୍ମପୁର ଟାଉନ ଥାନାକୁ ଲାଗିକରି ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୫୭ ମସିହାରେ ପ୍ରତିଷ୍ଠା ହୋଇଛି । ଏହାର ଏକ ସୁଦୀର୍ଘ ଇତିହାସ ଅଛି । କିନ୍ତୁ ସଚେତନତା ନାଁ ରେ ସ୍କୁଲ ପରିସର ଭିତରେ ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଫୋଟ ମାରିବା କେତେ ଦୂର ଗ୍ରହଣୀୟ , ନବୀନ ବାବୁ ଗାନ୍ଧୀ କିମ୍ବା ଗୋପବନ୍ଧୁ ନୁହନ୍ତି , ତ୍ୟାଗର ଏକ ମାଇଲ ଖୁଣ୍ଟ ନୁହନ୍ତି , କୋମଳମତୀ ନିଷ୍ପାପ ଶିଶୁଙ୍କୁ କି ବାର୍ତ୍ତା ଦେବାକୁ ଚାହାଁନ୍ତି ସରକାର ଓ ପ୍ରଶାସନ ।



