Monday, October 12, 2026
Home ଅପରାଧ ଧର୍ମଶାଳା ପୋଲିସ ହାତରେ ୯୦.୮୧୦ ଲିଟର ବିଦେଶୀ ମଦଓ ୧୪୫ ଲିଟର ଦେଶୀ ମଦ ଜବତ।

ଧର୍ମଶାଳା ପୋଲିସ ହାତରେ ୯୦.୮୧୦ ଲିଟର ବିଦେଶୀ ମଦଓ ୧୪୫ ଲିଟର ଦେଶୀ ମଦ ଜବତ।

84


ଯାଜପୁର , ୨୯/୦୧/୨୨ (ଜିଲ୍ଲା ଖବର ) : ଧର୍ମଶାଳା ଅଂଚଳ ରେ ଚୋରା ଓ ଅବାଧ ନିଶା କାର ବାର ରୋକିବା ପାଇଁ ଧର୍ମଶାଳା ପୋଲିସ ର ତତ୍ପରତା ପ୍ରକାଶ ପାଇଛି l

ଆଜି ଶନିବାର ସକାଳେଧର୍ମଶାଳା ଥାନା ଅଧିକାରୀ ଓ ତାଙ୍କ ଟିମ କୌଣସି ବିଶେଷ ସୂତ୍ରରୁ ଖବର ପାଇଧର୍ମଶାଳା ର ଚୋରମୁହାଁ ଗ୍ରାମରେ ଚଢ଼ାଉ କରିଥିଲା l

ଚଢ଼ାଉ କରି ପ୍ରାୟ ୧୩ ପେଟି ବିଦେଶୀ ଓ ୨ ପେଟି ଦେଶୀ ମଦ ଜବତ କରିବାର ଜଣା ପଡିଛି l ଏଥି ସହ ଚୋରା ମଦ ବ୍ୟବସାୟରେ ସମ୍ପୃକ୍ତ ୨ ଜଣ ସ୍ତ୍ରୀ ଲୋକଙ୍କୁ ଅଟକ ରଖିବାର ଜଣା ପଡ଼ିଅଛି l

ସେହି ପରି କାଇମା ଅଂଚଳ ରେ ଉପର ବେଳା ଚଢ଼ାଉ କରି ୨୭ ପେଟି ଦେଶୀ ମଦ ଜବତ କରି ଜଣେ ଲୋକଙ୍କୁ ଅଟକ ରଖି ବାର ଜଣା ପଡିଛି ।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲାଖବାର ନିୟୁଜ l