
ବିଷମକଟକ , ୨୯/୦୧/୨୨ (ଜିଲ୍ଲା ଖବର) : ରାୟଗଡ଼ା ଜିଲ୍ଲା ର ୧୧ ଟି ବ୍କକ୍ ମଧ୍ୟରୁ ବିଷମକଟକ ବ୍କକ୍ ର ଆସିଷ୍ଟାଣ୍ଡ୍ ପ୍ରୋଗାମ୍ ମ୍ୟାନେଜର ଶ୍ରୀ ମତି ମାନସୀ ପାତ୍ର ରାୟଗଡ଼ା ଜିଲ୍ଲା ପାଳ ଶ୍ରୀ ସରୋଜ କୁମାର ମିଶ୍ର ଙ୍କ ଦ୍ଵାରା ଆଜି ପୁରସ୍କୃତ କରାଯାଇଛି କାରଣ ସେ ଏନ୍ ଆର ଜିଏସ୍ , ଜିଓ ଟେକିଙ୍ଗ୍ , ଆଧାର ସିଡିଙ୍ଗ୍ ପରି ବିଭିନ୍ନ ପ୍ରକାର କାର୍ଯ୍ୟ ରେ ନିଷ୍ଟାର ସହ କାର୍ଯ୍ୟ ସୂଚାରୁ ରୂପେ ତୁଲାଇ ଥିବା ଯୋଗୁଁ ତାଙ୍କୁ ଆଜି ରାୟଗଡା ଜିଲ୍ଲା ପାଳ ଙ୍କ ଦ୍ବାରା ପୁରସ୍କୃତ କରାଯାଇଛି।

ସେ ଜଣେ ଶାନ୍ତ ଓ ଶରଳ ମହିଳା ଅଟନ୍ତି। ଏବଂ ତାଙ୍କ କାର୍ଯ୍ୟ ରେ ଆଜି ପର୍ଯ୍ୟନ୍ତ କୈଣସି ବ୍ୟକ୍ତି ଙ୍କୁ ଅସୁବିଧା ରେ ପକାଇ ନାହାଁନ୍ତି। ତେଣୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇ ଥିବାରୁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଇଛନ୍ତି।



