Home ଅପରାଧ ଯାଜପୁର ପୋଲିସ ର ସ୍ପେଶାଲ ଟିମ ଦ୍ୱାରା ଚଢ଼ାଉ ୨୦୦ ଲିଟର ରୁ ଉର୍ଦ୍ଧ ମଦ...

ଯାଜପୁର ପୋଲିସ ର ସ୍ପେଶାଲ ଟିମ ଦ୍ୱାରା ଚଢ଼ାଉ ୨୦୦ ଲିଟର ରୁ ଉର୍ଦ୍ଧ ମଦ ଜବତ l

48

ଯାଜପୁର , ୨୮/୦୧/୨୨ (ଜିଲ୍ଲା ଖବର ) : ଯାଜପୁର ପୋଲିସ ର ସ୍ୱତନ୍ତ୍ର ଟିମ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରେ ଚୋରା ମଦ ବେପାର ଉପରେ ଚଢ଼ାଉ କରାଯାଉଛି I

ଆଜି ସ୍ପେଶାଲ ଟିମ ଓ ଧର୍ମଶାଳା ପୋଲିସ ମିଳିତ ଭାବେ ଅଚାନକ ଧର୍ମଶାଳା ଥାନା ନାକପୋଲ ଅଂଚଳରେ ଚଢ଼ାଉ କରିଥିଲା I

ବିଶେଷ ସୂତ୍ରରୁ ଖବର ପାଇ ନାକପୋଲ ଅଂଚଳରେ ଚଢ଼ାଉକରୀ ପ୍ରାୟଆନୁମାନିକ ୧୦୦ ଲିଟର ଦେଶୀ, ୧୦୦ ଲିଟର ମହୁଲି ମଦ ଜବତ କରିଥିଲା I

ଏଥିସହ ଚୋରାମଦ ବ୍ୟବସାୟ ରେ ସମ୍ପୃକ ଜଣେ ବ୍ୟକ୍ତି କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଯାଜପୁର ରୁ ପ୍ରମୋଦ ରାଉତ ଙ୍କ ରିପୋର୍ଟ ଜିଲ୍ଲା ଖବର l